କେୟାର ହସ୍ପିଟାଲରେ ନୂଆ ସର୍ଜରୀ ସୁବିଧା

Published By : Prameya-News7 Bureau | August 11, 2018 IST

ଭୁବନେଶ୍ୱର ୧୧/ ୮ :- ଭୁବନେଶ୍ବର କେୟାର ହସପିଟାଲରେ ଆରମ୍ଭ ହେଲା କ୍ୟାନସର ଓ ସ୍ତ୍ରୀ ରୋଗ ଲାପରେସ୍କୋପି ସର୍ଜରୀ ଚିକିତ୍ସା ସୁବିଧା। ପୁନେ ସ୍ଥିତ ଗାଲାକ୍ସି କେୟାରର ନିର୍ଦେଶକ ଡାକ୍ତର ଶୌଳେଶ ପୁମ୍ବେକର ଭୁବନେଶ୍ବର କେୟାର ହସପିଟାଲ ଏହି ଚିକିତ୍ସା ସେବା ଯୋଗାଇ ଦେବେ । ଅତ୍ୟାଧୁନିକ ନାନୋ ସର୍ଜରୀ ଓ ଇମେଜ୍ ଲିଜିଅନସ୍ ଚିକିତ୍ସା ପ୍ରଣାଳୀ ଦ୍ବାରା କର୍କଟ ରୋଗର ନିରୁପଣ କରାଯାଇ ପାରିବ|

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.