scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ନୂଆ ଜିନିଷ ମିନି ଡ଼ଷ୍ଟବିନ୍: ନାଁ ସିନା ମିନି ଏହାର କାମ କିନ୍ତୁ ଭେରି ବିଗ୍

18/01/2019 at 9:02 PM

ଭୁବନେଶ୍ବର୧୮|୧: ମିନି ଡ଼ଷ୍ଟବିନ୍ ।  ନାଁ ସିନା ମିନି  ଏହାର କାମ କିନ୍ତୁ ଭେରି ବିଗ୍  । ଏହା ଏତେ ଛେ।ଟ ଯେ ଆପଣ ହାତରେ ଧରି ବୁଲି ପାରିବେ ଏବଂ କେଉଁଠି କି ନେଇପାରିବେ । କିନ୍ତୁ ଯେଉଁ ନେ।ଏଡ଼ା ବେସଡ଼୍ କମ୍ପାନୀ ଏହାକୁ ତିଆରି କରିଛି ତାକୁ କାର ଡ଼ଷ୍ଟବିନ୍ ବେ।ଲି ନାଁ ଦେଇଛି । ସତରେ ଆପଣ ବି ଆଖିରେ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ  । ଚାଲନ୍ତୁ ଦେଖିବା

ଇଏ ହେଉଛି ସେହି ମିନି ଡ଼ଷ୍ଟ ବିନ୍ ବା କାର ​​ ୱେଷ୍ଟ ବିନ୍ । ଦେଖିବାକୁ ପୂରା ସ୍କୁଲ ପିଲାଙ୍କ ପାଣି ବେ।ତଲ ଭଳି । ଦିଲ୍ଲୀ ନେ।ଏଡ଼ାର ଜେଏମଭି କମ୍ପାନୀ ଏହାକୁ ତିଆରି କରିଛି । ସେ।ଆ ଡ଼ିମଡ଼୍ ଟୁ ବି ୟୁନିଭରସିଟି ରେ ଚାଲିଥିବା ଥଣ୍ଡର ଷ୍ଟର୍ମସ ଆଣ୍ଡ ଲାଇଟନିଙ୍ଗ ଇନ୍ ଟ୍ରପିକ୍ କାର୍ଯ୍ୟକ୍ରମରେ ଏହାକୁ ପ୍ରଦର୍ଶିତ କରାଯାଉଛି । ଏହା ଆକାରରେ ପୁରା ଛୋଟ । କାରରେ ପାଣି ବେ।ତଲ ରଖିବା ଯାଗାରେ ଆପଣ ଏହାକୁ ରଖିପାରିବେ । କାର ଭିତରର ଆବର୍ଜନା ଜିନିଷ କୁ ଏଣେ ତେଣେ ପକାଇବା ଅପେକ୍ଷା​ ଆପଣ ଏହି ମିନି ଡ଼ଷ୍ଟ ବିନ୍ ରେ ପକାଇ ପାରିବେ । ଏହାର ବ୍ୟବହାର ବି ପୁରା ସରଳ । ଗାଡ଼ି ଚଲାଇବା ବେଳେ ଗେ।ଟିଏ ହାତରେ ବ୍ୟବହାର କରିପାରିବେ । କଲର ବି ପୁରା କ୍ୟାଚି ହେ।ଇଛି ଆଉ ଦେଖିବାକୁ ବହୁତ ସୁନ୍ଦର ।

 ସ୍ବଛ ଭାରତ ମିଶନରେ ଅନୁପ୍ରାଣିତ କମ୍ପାନୀ ଏହାକୁ ତିଆରି କରିଛି । ଭୁବନେଶ୍ବରରେ ଏହାର ବ୍ୟବହାର ପ୍ରାୟ ନାହିଁ କହିଲେ ଚଳେ । ଅନ୍ୟ ପାଣି ବେ।ତଲ ମାପରେ ଏହାକୁ ତିଆରି କରାଯାଇଛି ଯେ କାରରେ ପୁରା ସେଟ୍ ହେ।ଇଯିବ । ଏହା କାର ଭିତରେ ଏବା କିମ୍ବା ଅନ୍ୟ କୌଣସି ସ୍ଥାନରେ ମଧ୍ୟ ଜଣେ ବ୍ୟବହାର କରିପାରିବେ । ଏବେ କେବଳ ଡ଼େମେ। ପାଇଁ ସମସ୍ତଙ୍କୁ ଦେଉଛି କମ୍ପାନୀ । କାରଣ ଭାରତ ସ୍ବଛ ଏବଂ ନିର୍ମଳ ରହୁ ବେ।ଲି କହିଛନ୍ତି କମ୍ପାନୀ ଏମଡ଼ି ।

ଏହି ମିନି ଡ଼ଷ୍ଟବିନ୍ ଛେ।ଟ ଉଦଭାବନ ହେ।ଇଥାଇପାରେ କିନ୍ତୁ ବଡ଼ କାମ କରୁଛି । କାରଣ ପରିବେଶକୁ ନିର୍ମଳ କରିବାରେ ଏହାର ଭୂମିକା ରହିଛି ।

   Related Posts