ନୂଆ ଜିନିଷ ମିନି ଡ଼ଷ୍ଟବିନ୍: ନାଁ ସିନା ମିନି ଏହାର କାମ କିନ୍ତୁ ଭେରି ବିଗ୍

Published By : Prameya-News7 Bureau | January 18, 2019 IST

ଭୁବନେଶ୍ବର୧୮|୧: ମିନି ଡ଼ଷ୍ଟବିନ୍ ।  ନାଁ ସିନା ମିନି  ଏହାର କାମ କିନ୍ତୁ ଭେରି ବିଗ୍  । ଏହା ଏତେ ଛେ।ଟ ଯେ ଆପଣ ହାତରେ ଧରି ବୁଲି ପାରିବେ ଏବଂ କେଉଁଠି କି ନେଇପାରିବେ । କିନ୍ତୁ ଯେଉଁ ନେ।ଏଡ଼ା ବେସଡ଼୍ କମ୍ପାନୀ ଏହାକୁ ତିଆରି କରିଛି ତାକୁ କାର ଡ଼ଷ୍ଟବିନ୍ ବେ।ଲି ନାଁ ଦେଇଛି । ସତରେ ଆପଣ ବି ଆଖିରେ ନଦେଖିଲେ ବିଶ୍ବାସ କରିପାରିବେ ନାହିଁ  । ଚାଲନ୍ତୁ ଦେଖିବା

{"id":75542}

ଇଏ ହେଉଛି ସେହି ମିନି ଡ଼ଷ୍ଟ ବିନ୍ ବା କାର ​​ ୱେଷ୍ଟ ବିନ୍ । ଦେଖିବାକୁ ପୂରା ସ୍କୁଲ ପିଲାଙ୍କ ପାଣି ବେ।ତଲ ଭଳି । ଦିଲ୍ଲୀ ନେ।ଏଡ଼ାର ଜେଏମଭି କମ୍ପାନୀ ଏହାକୁ ତିଆରି କରିଛି । ସେ।ଆ ଡ଼ିମଡ଼୍ ଟୁ ବି ୟୁନିଭରସିଟି ରେ ଚାଲିଥିବା ଥଣ୍ଡର ଷ୍ଟର୍ମସ ଆଣ୍ଡ ଲାଇଟନିଙ୍ଗ ଇନ୍ ଟ୍ରପିକ୍ କାର୍ଯ୍ୟକ୍ରମରେ ଏହାକୁ ପ୍ରଦର୍ଶିତ କରାଯାଉଛି । ଏହା ଆକାରରେ ପୁରା ଛୋଟ । କାରରେ ପାଣି ବେ।ତଲ ରଖିବା ଯାଗାରେ ଆପଣ ଏହାକୁ ରଖିପାରିବେ । କାର ଭିତରର ଆବର୍ଜନା ଜିନିଷ କୁ ଏଣେ ତେଣେ ପକାଇବା ଅପେକ୍ଷା​ ଆପଣ ଏହି ମିନି ଡ଼ଷ୍ଟ ବିନ୍ ରେ ପକାଇ ପାରିବେ । ଏହାର ବ୍ୟବହାର ବି ପୁରା ସରଳ । ଗାଡ଼ି ଚଲାଇବା ବେଳେ ଗେ।ଟିଏ ହାତରେ ବ୍ୟବହାର କରିପାରିବେ । କଲର ବି ପୁରା କ୍ୟାଚି ହେ।ଇଛି ଆଉ ଦେଖିବାକୁ ବହୁତ ସୁନ୍ଦର ।

{"id":75545}

 ସ୍ବଛ ଭାରତ ମିଶନରେ ଅନୁପ୍ରାଣିତ କମ୍ପାନୀ ଏହାକୁ ତିଆରି କରିଛି । ଭୁବନେଶ୍ବରରେ ଏହାର ବ୍ୟବହାର ପ୍ରାୟ ନାହିଁ କହିଲେ ଚଳେ । ଅନ୍ୟ ପାଣି ବେ।ତଲ ମାପରେ ଏହାକୁ ତିଆରି କରାଯାଇଛି ଯେ କାରରେ ପୁରା ସେଟ୍ ହେ।ଇଯିବ । ଏହା କାର ଭିତରେ ଏବା କିମ୍ବା ଅନ୍ୟ କୌଣସି ସ୍ଥାନରେ ମଧ୍ୟ ଜଣେ ବ୍ୟବହାର କରିପାରିବେ । ଏବେ କେବଳ ଡ଼େମେ। ପାଇଁ ସମସ୍ତଙ୍କୁ ଦେଉଛି କମ୍ପାନୀ । କାରଣ ଭାରତ ସ୍ବଛ ଏବଂ ନିର୍ମଳ ରହୁ ବେ।ଲି କହିଛନ୍ତି କମ୍ପାନୀ ଏମଡ଼ି ।

{"id":75546}

ଏହି ମିନି ଡ଼ଷ୍ଟବିନ୍ ଛେ।ଟ ଉଦଭାବନ ହେ।ଇଥାଇପାରେ କିନ୍ତୁ ବଡ଼ କାମ କରୁଛି । କାରଣ ପରିବେଶକୁ ନିର୍ମଳ କରିବାରେ ଏହାର ଭୂମିକା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.