AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁମ୍ୱାଇ: ଗୁଲମର୍ଗ ସ୍କିଂ ରିସର୍ଟରେ ହିମସ୍ଖଳନ, ଫସିଲେ ଅନେକ ବିଦେଶୀ ଟୁରିଷ୍ଟ
  • ||
  • ନବ ଦାସ ହତ୍ୟା ମାମଲା, ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍‌ ଜେ.ପି ଦାସ କରିବେ ତଦନ୍ତର ତଦାରଖ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି, ଟ୍ୱିନସିଟିର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ବଜେଟ୍: ସୁନା-ରୁପା, ସିଗାରେଟ୍ ମହଙ୍ଗା, ଶସ୍ତା ହେଲା ଟିଭି ଉପକରଣ ଓ ସାଇକେଲ୍, ଖେଳନା
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ବଜେଟ୍‌ ଫୋକସ୍; ୨୦୪୭ ସୁଦ୍ଧା ଦୂର ହେବ ଏମିନିଆ, ଗ୍ରୀନ୍ ହାଇଡ୍ରୋଜେନ୍ ମିଶନ ଲକ୍ଷ୍ୟ
  • ||
  • ଢେଙ୍କାନାଳ: ରାସ୍ତାରେ ଓଲଟିପଡ଼ିଲା ଯାତ୍ରୀବାହୀ ଅଟୋ, ୯ ଆହତ
  • ||

କଟକରେ ଉଦ୍‌ଘାଟିତ ହେଲା ଆଉ ଏକ ନୂତନ ଥାନା, ଅପରାଧ ନିୟନ୍ତ୍ରଣରେ ହେବ ସହାୟକ

7/09/2022 at 3:17 PM

କଟକ ୦୭।୦୯ : କଟକରେ ଉଦଘାଟିତ ହେଲା ଆଉ ଏକ ନୂତନ ଥାନା। କଟକ ସହରାଞ୍ଚଳ ପୋଲିସର ସିଆରଆରଆଇ ଥାନାକୁ ଉଦ୍‌ଘାଟନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂସଲ। ଏହାକୁ ମିଶାଇ କଟକ ସହରରେ ମୋଟ ୨୨ଟି ଥାନା କାର୍ଯ୍ୟ କରୁଛି।

ତେବେ ଏହି ଥାନା ହେବା ଫଳରେ ବହୁ ସଂଖ୍ୟାରେ ଲୋକଙ୍କ ସମସ୍ୟାର ସମାଧାନ ହେବା ସହ ଅପରାଧ ନିୟନ୍ତ୍ରଣରେ ବେଶ ସହାୟକ ହେବ ବୋଲି ଆଶା ରଖିଛନ୍ତି ପୋଲିସ ମହାନିର୍ଦ୍ଦେଶକ। ପୂର୍ବରୁ ଏହି ଅଞ୍ଚଳ ଚଉଳିଆଗଞ୍ଜ ଥାନା ଅଧୀନରେ ରହିଥିଲା। ତେବେ ବର୍ତ୍ତମାନର ଥାନା ଭଡା ଘରେ ଚାଲୁଛି, ଖୁବଶୀଘ୍ର ଏହାର ନିଜସ୍ୱ ଥାନା ଗୃହ ନିର୍ମାଣ କରାଯିବ। ପୋଲିସ ବିଭାଗ ରେ ଖାଲି ଥିବା ପଦ ପୂରଣ ପ୍ରସଙ୍ଗରେ ଡିଜି କହିଥିଲେ ଖୁବଶୀଘ୍ର ତାହା ପୂରଣ କରାଯିବ। ଉଦଘାଟନୀ ଉତ୍ସବରେ ପୋଲିସ କମିଶନର,କଟକ ଡିସିପି, ମେୟର ଓ ଚୌଦ୍ୱାର କଟକ ବିଧାୟକ ଉପସ୍ଥିତ ଥିଲେ।

   Related Posts