ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଶନ୍‌ ଶକ୍ତିକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ବଢ଼ିଲା ଋଣ ପରିମାଣ
  • ||

ଭିଡିଓ ପରେ ଏବେ ଫଟୋ ଭାଇରାଲ : ତପସ୍ୱିନୀଙ୍କ ଦେହରେ ଲାଗିଛି ସାଲାଇନ୍‌, ପାଖରେ ବସିଛନ୍ତି ସ୍ୱାମୀ ସୁମିତ୍

20/12/2021 at 2:35 PM

ବ୍ରହ୍ମପୁର ୨୦।୧୨: ବିବାଦ ତ ଥମୁନି, ହେଲେ ପ୍ରତିଦିନ ଆସୁଛି କିଛି ନୂଆ ନୂଆ ଟ୍ୱିଷ୍ଟ । ପ୍ରଥମେ ଅଡିଓ , ତାପରେ ଭିଡିଓ ଏବେ କିଛି ଫଟୋ  ଭାଇରାଲ ହେବାରେ ଲାଗିଛି । ସୁମିତ-ତପସ୍ୱିନୀଙ୍କ କିଛି ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।

ଖବର ଅନୁଯାୟୀ, ସୁମିତ-ତପସ୍ୱିନୀଙ୍କ ଏବେ କିଛି ଫଟୋ ଭାଇରାଲ ହେବାର ଲାଗିଛି । ଯେଉଁ ଫଟୋରେ ତପସ୍ବିନୀ ଅସୁସ୍ଥ ହୋଇ ଚିକିତ୍ସା ହେଉଥିବା ବେଳେ ସୁମିତ୍ ନିକଟରେ ବସି ସାଲାଇନ୍ ଧରିଥିବା ଦେଖାଯାଇଛି। ତେବେ ଏସବୁ ଫଟୋ କେବେର ଏବଂ କେଉଁ କ୍ଷେତ୍ରରେ ସ୍ବାସ୍ଥ୍ୟ ଖରାପ ଥିଲା । ତାକୁ ନେଇ ଏବେ ସମସ୍ତଙ୍କ ମନରେ ଆଲୋଡନ ସୃଷ୍ଟି କରିଛି । ଦିନକୁ ଦିନ ଘଟଣାର ନୂଆ ନୂଆ ଟ୍ବିଷ୍ଟ୍ ଦେଖିବାକୁ ମିଳୁଥିବା ବେଳେ ଏବେ ଉଭୟଙ୍କ ମଧ୍ୟରେ ଫଟେ,  ଭିଡିଓ,  ଅଡିଓ ଭାଇରାଲ୍ ଲଢେଇ ଚାଲୁଥିବା ଦେଖିବାକୁ ମିଳିଛି ।

ସୂଚନାଯୋଗ୍ୟ ଯେ, ପ୍ରାୟ ମାସେ ହେଲା ବ୍ରହ୍ମପୁରରେ ସ୍ୱାମୀ-ସ୍ତ୍ରୀଙ୍କ ଏହି ହାଇଭୋଲ୍‌ଟେଜ୍‌ ଡ୍ରାମ୍‌ ଜାରି ରହିଛି । ସ୍ୱାମୀ ଘରେ ଆଗରେ ଧାରଣାରେ ବସିଛନ୍ତି ସ୍ତ୍ରୀ । ଯାହାକୁ ନେଇ ମାମଲାରେ ଏବେ କୋର୍ଟରେ ପହଞ୍ଚିଛି ।

   Related Posts