oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ବଜାରକୁ ଆସିବ ନୂଆ ହ୍ୟୁଣ୍ଡାଇ କ୍ରେଟା : ରହିଛି ଏହି ସବୁ ଫିଚର୍ସ

30/07/2022 at 11:11 AM

ନୂଆଦିଲ୍ଲୀ, ୩୦|୦୭: ଭାରତରେ ଏସୟୁଭିର ଚାହିଦା ବଢିବାରେ ଲାଗିଛି ।  କାର୍ ନିର୍ମାତାଙ୍କ ମଧ୍ୟରେ ଏସୟୁଭି ନିର୍ମାଣ ପାଇଁ ରେସ୍ ଲାଗିଛି ।  ଲଗାତର ଗୋଟିଏ ପରେ ଗୋଟିଏ ନୂଆ ନୂଆ ଏସୟୁଭି ମାର୍କେଟକୁ ଆସୁଛି । ଏହାମଧ୍ୟରେ ଅଗ୍ରଣୀ କାର୍ ନିର୍ମାତା ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ ଏବେ କ୍ରେଟାର ନୂଆ ମଡେଲ ଲଞ୍ଚ୍ କରିବାକୁ ଯାଉଛି । କ୍ରେଟା ହେଉଚି ହ୍ୟୁଣ୍ଡାଇର ବେଷ୍ଟ୍ ସେଲିଂ ଏସୟୁଭି ଅଟେ ।

ଫ୍ରଣ୍ଟ୍ ଡିଜାଇନରେ ପରିବର୍ତ୍ତନ

ହ୍ୟୁଣ୍ଡାଇ କ୍ରେଟାର ଫେସଲିଫ୍ଟ୍ ଭାରିଆଣ୍ଟ ନୂଆ ଫିଚର୍ସ ସହ ଆସିବ । ରିପୋର୍ଟ ଅନୁସାରେ, ଏଥିରେ କିଛି ନୂଆ ଫିଚର୍ସ ଦେଖିବାକୁ ମିଶିବ । ଏଥିରେ ଇଣ୍ଟିଗ୍ରେଟେଡ୍ ଡିଆରଏଲ ଦେଖିବାକୁ ମିଳିବ । ନୂଆ ଡିଜାଇନରେ ତମ୍ପାନୀ ଫ୍ରଣ୍ଟ୍ ବମ୍ପର ଦେଇପାରେ । ଏହାର ଇଣ୍ଟେରିୟର ଡିଜାଇନରେ ବ୍ଲାକ୍ ଓ ବ୍ରାଉନ୍ କଲର ଅପ୍ସନ ମିଳିବ । ଆସନ୍ତା ବର୍ଷ ଏହାକୁ ବଜାରରେ ପ୍ରବେଶ କରାଯିବ ।

ଇଣ୍ଟେରିଅର ଡିଜାଇନ୍

ନୂଆ କ୍ରେଟା ଅପଡେଟେଡ୍ ଡ୍ୟାସବୋର୍ଡ ସହ ଆସିବ । ଏଥିରେ ଓ୍ୱାଇରଲେସ୍ ଆଣ୍ଟ୍ରୋଏଡ୍ ଅଟୋ ଓ ଆପଲ କାର୍ ପ୍ଲେ ସପୋର୍ଟ, ଟଚ୍ ସ୍କ୍ରିନ୍ ଡିସପ୍ଲେ ସିଷ୍ଟମ ଦେଖିବାକୁ ମିଳିବ । ଏହାସହ ପାନାରୋମିକ୍ ସନରୁଫ୍ ରହିବ । ବୋସର ସାଉଣ୍ଡ ସିଷ୍ଟମ ମଧ୍ୟ ଉପଲବ୍ଧ ହେବ ।

ସେଫ୍ଟି ଫିଚର୍ସ

ଏଥିରେ ଆଡଭାନ୍ସଡ୍ ଆସିଷ୍ଟାଣ୍ଟ୍ ସିଷ୍ଟମ ଦେଖିବାକୁ ମିଳିବ । ଏହାବ୍ୟତୀତ ଅଟୋମେଟିକ୍ କ୍ଲାଇମେଟ୍ କଣ୍ଟ୍ରୋଲ, ପୁସ୍ ଷ୍ଟାର୍ଟ୍ ଅପ୍ ବଟନ, ଡ୍ରାଇଭ୍ ଓ ଟ୍ୟାକ୍ସନ ମୋଡ୍ ଭଳି ଫିଚର୍ସ ମିଳିବ । ଆହୁରି ମଧ୍ୟ ସୁରକ୍ଷା ପାଇଁ କମ୍ପାନୀ ଛଅ ଟି ଏୟାରବ୍ୟାଗ୍, ଇବିଡି, ଏବିଏସ ଭଳି ଫିଚର୍ସ ଦେଇଛି ।

କିପରି ରହିବ ଇଞ୍ଜିନ

ଏହା ୧.୫ ଲିଟର୍ ନ୍ୟାଚୁରାଲି ଆସ୍ପିରେଟେଡ୍ ଭାରିଆଣ୍ଟ ସହ ଆସିବ । ଏହା ଉଭୟ ପେଟ୍ରୋଲ ଓ ଡିଜେଲରେ ଉପଲବ୍ଧ ହେବ । ଏହାସହ ୬ ସ୍ପିଡ୍ ମାନୁଆଲ୍ ଗିଅର ବକ୍ସ, ଟ୍ରାନ୍ସମିସନ୍ ଅପ୍ସନ ବି ମିଳିବ ।

   Related Posts