୩ ତାରିଖରେ ନୂଆ ଗାଇଡ୍ ଲାଇନ୍: କ’ଣ ବନ୍ଦ, କ’ଣ ଖୋଲା
3/05/2020 at 6:57 PM

ଭୁବନେଶ୍ବର୩/୫: ୩ ତାରିଖରେ ଜାରି ହେଲା ନୂଆ ଗାଇଡ୍ଲାଇନ୍।ରେଡ୍ ଜୋନ ପାଇଁ କଟକଣା ଗୁଡିକ ହେଲା, ସେଲୁନ, ସ୍ପା ଖୋଲିବା ମନା। ଓଲା ଓ ଓବେରରେ କେବଳ ମେଡିକାଲ ଯାଇ ପାରିବେ। ଗ୍ରାମାଞ୍ଚଳରେ ନିର୍ମାଣ ଓ ଶିଳ୍ପ କାମ ଚାଲିବ। ସହରାଞ୍ଚଳରେ କେବଳ ସ୍ଥାନୀୟ ଶ୍ରମିକ କାମ କରିବେ। ୩୩ ପ୍ରତିଶତ କର୍ମଚାରୀଙ୍କୁ ନେଇ ଚାଲିବ ପ୍ରାଇଭେଟ ଅଫିସ୍। ଜିଲ୍ଲା ଭିତରୁ ଜିଲ୍ଲା ବାହାରକୁ ଚଳାଚଳ କରି ପାରିବ ନାହିଁ ବସ୍। ଅଧିକ ଜାଣିବା ପାଇଁ ପଢ଼ନ୍ତୁ……








