ଗ୍ରୀଷ୍ମ ପ୍ରବାହକୁ ଦେଖି ଗଣଶିକ୍ଷା ବିଭାଗର ନୂଆ ଗାଇଡ୍‌ଲାଇନ୍‌

Published By : Prameya-News7 Bureau | March 01, 2024 IST

ଭୁବନେଶ୍ଵର: ଗ୍ରୀଷ୍ମ ପ୍ରବାହକୁ ଦେଖି ଗଣଶିକ୍ଷା ବିଭାଗର ନୂଆ ଗାଇଡ୍‌ଲାଇନ୍‌ । ଖରା ବଢ଼ୁଥିବାରୁ ସଚେତନତା ମୂଳକ ପଦକ୍ଷେପ ନେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ପ୍ରତ୍ୟେକ ବିଦ୍ୟାଳୟ, କଲେଜ ଓ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ ପାଇଁ ପିଇବା ପାଣି ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ । ଆବଶ୍ୟକ ସ୍ଥଳେ ORS ବ୍ୟବସ୍ଥା କରିବେ । ଅତ୍ୟଧିକ ଖରାକୁ ଦୃଷ୍ଟିରେ ରଖି ଆଉଟ୍‌ ଡୋର୍‌ କାର୍ଯ୍ୟକ୍ରମ ବନ୍ଦ କରିବେ । ଅଭିଭାବକମାନେ ନିଜ ପିଲାମାନଙ୍କୁ ସ୍କୁଲ ବ୍ୟାଗରେ ପାଣି ବୋତଲ ଦେଇ ଛାଡ଼ିବେ । ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କୁ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସଚେତନତା ଟିପ୍‌ସ୍‌ ଦେବେ । 

wp:heading {"level":4}

Also read- ବାହା ବେଦୀରେ ହାଇଡ୍ରାମା, ହାତଗଣ୍ଠି ପଡ଼ୁଥିବା ସମୟରେ ବରକୁ ଉଠାଇନେଲା ପୋଲିସ, ଦେଖନ୍ତୁ Video

/wp:heading wp:heading

ଗ୍ରୀଷ୍ମ ପ୍ରବାହକୁ ଦେଖି ଗଣଶିକ୍ଷା ବିଭାଗର ନୂଆ ଗାଇଡ୍‌ଲାଇନ୍‌

/wp:heading

- ପ୍ରତ୍ୟେକ ବିଦ୍ୟାଳୟ, କଲେଜ ଓ ଶିକ୍ଷାନୁଷ୍ଠାନରେ ପିଇବା ପାଣି ବ୍ୟବସ୍ଥା କରିବେ କର୍ତ୍ତୃପକ୍ଷ।

- ଆବଶ୍ୟକ ସ୍ଥଳେ ORS ବ୍ୟବସ୍ଥା କରିବେ।

- ଅତ୍ୟଧିକ ଖରାକୁ ଦୃଷ୍ଟିରେ ରଖି ଆଉଟ୍‌ ଡୋର୍‌ କାର୍ଯ୍ୟକ୍ରମ ବନ୍ଦ କରିବେ।

- ଅଭିଭାବକମାନେ ନିଜ ପିଲାମାନଙ୍କୁ ସ୍କୁଲ ବ୍ୟାଗରେ ପାଣି ବୋତଲ ଦେଇ ଛାଡ଼ିବେ।

- ସ୍କୁଲ କର୍ତ୍ତୃପକ୍ଷ ପିଲାମାନଙ୍କୁ ଗ୍ରୀଷ୍ମ ପ୍ରବାହରୁ ବର୍ତ୍ତିବା ପାଇଁ ସଚେତନତା ଟିପ୍ସ ଦେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.