ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କାମରେ ଯୋଗ ଦେଉ ଦେଉ ନୂଆ କମିଶନରଙ୍କ ଆକ୍ସନ, ରକ୍ସି ଗଳିରେ ଆରମ୍ଭ ହେଲା କାମ

30/06/2022 at 3:22 PM

କଟକ ୩୦/୦୬ : କଟକରେ ମେୟର ଯେତେ ଵାଡେଇ ପିଟି ହେଲେ ଵି କଟକରେ ସୁଧୁରୁନି ନାଳ ନର୍ଦ୍ଦମା ଅଵସ୍ଥା । ତଳିଆ କର୍ମଚାରୀ କାମ ନକରିଵାରୁ ନର୍ଦ୍ଦମା ପାଣି ରକ୍ସି ଗଳିକୁ ନର୍କରେ ପରିଣତ କରିଥିଲା । ଜନପ୍ରତିନିଧି ଓ ମେୟରଙ୍କୁ ଵାରମ୍ବାର କହିଵା ପରେ ଵି ରକ୍ସି ଗଳିର ଅଵସ୍ଥା ସୁଧୁରିଲା ନାହିଁ।

ସ୍ଥାନୀୟ ଵାସିନ୍ଦା ଏ ଵାଵଦରେ ସିଧାସଳଖ ନୂଆ କରି ଆସିଥିବା ସି ଏମ୍ ସି କମିଶନର ନିଖିଳ ପଵନ କଲ୍ୟାଣଙ୍କ ଦୃଷ୍ଟିକୁ ଆଣିଥିଲେ ସମସ୍ୟା । ଫଳରେ ଆଜିଠାରୁ ରକ୍ସିଗଳିରେ କାମ ଆରମ୍ଭ ହୋଇଛି ।

   Related Posts