କାମରେ ଯୋଗ ଦେଉ ଦେଉ ନୂଆ କମିଶନରଙ୍କ ଆକ୍ସନ, ରକ୍ସି ଗଳିରେ ଆରମ୍ଭ ହେଲା କାମ

Published By : Prameya-News7 Bureau | June 30, 2022 IST

କଟକ ୩୦/୦୬ : କଟକରେ ମେୟର ଯେତେ ଵାଡେଇ ପିଟି ହେଲେ ଵି କଟକରେ ସୁଧୁରୁନି ନାଳ ନର୍ଦ୍ଦମା ଅଵସ୍ଥା । ତଳିଆ କର୍ମଚାରୀ କାମ ନକରିଵାରୁ ନର୍ଦ୍ଦମା ପାଣି ରକ୍ସି ଗଳିକୁ ନର୍କରେ ପରିଣତ କରିଥିଲା । ଜନପ୍ରତିନିଧି ଓ ମେୟରଙ୍କୁ ଵାରମ୍ବାର କହିଵା ପରେ ଵି ରକ୍ସି ଗଳିର ଅଵସ୍ଥା ସୁଧୁରିଲା ନାହିଁ।

ସ୍ଥାନୀୟ ଵାସିନ୍ଦା ଏ ଵାଵଦରେ ସିଧାସଳଖ ନୂଆ କରି ଆସିଥିବା ସି ଏମ୍ ସି କମିଶନର ନିଖିଳ ପଵନ କଲ୍ୟାଣଙ୍କ ଦୃଷ୍ଟିକୁ ଆଣିଥିଲେ ସମସ୍ୟା । ଫଳରେ ଆଜିଠାରୁ ରକ୍ସିଗଳିରେ କାମ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.