ପ୍ରମେୟ ଓ ନ୍ୟୁଜ୍୭ ଜୟପୁର କାର୍ଯ୍ୟାଳୟରେ ନୂଆ କ୍ୟାଲେଣ୍ଡର ଉନ୍ମୋଚିତ
27/12/2022 at 11:46 PM

ଜୟପୁର ୨୭/୧୨: ଜୟପୁରରେ ଥିବା ପ୍ରମେୟ ଓ ନ୍ୟୁଜ୭ କାର୍ଯ୍ୟାଳୟରେ ନୂଆଁ ବର୍ଷ ୨୦୨୩ ପାଇଁ କ୍ୟାଲେଣ୍ଡର ଉନ୍ମୋଚିତ। ଏଥିରେ ମୁଖ୍ୟ ଅତିଥି ଭାବେ ଜୟପୁର ତହସିଲଦାର ପ୍ରଧାନୀ ଟୁଲ୍ଲି ଆମ୍ମା ଓ ପୌର ନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ ଯୋଗ ଦେଇଥିଲେ। ଏଥିରେ ଉଭୟ ପ୍ରମେୟ ଓ ନ୍ୟୁଜ୭ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ଏହି ଅବସରରେ ଉପସ୍ଥିତ ସମସ୍ତ ଅତିଥି ପ୍ରମେୟ ଖବର କାଗଜର ଉଚ୍ଚ ପ୍ରଶଂସା କରିଥିଲେ। ନୂଆ ବର୍ଷର ଏହି କ୍ୟାଲେଣ୍ଡରଟି ଅନେକ କ୍ଷେତ୍ରରେ ପାଠକଙ୍କୁ ସହାୟ ହେବ ବୋଲି ଜୟପୁର ତହସିଲଦାର କହିଛନ୍ତି।
Related Posts
ବାଇକ୍ ଡିକି ଭାଙ୍ଗି ଟଙ୍କା ଓ ସୁନା ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ
3 February 2023