ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ORHDC ଦୁର୍ନୀତି ମାମଲା, IAS ବିନୋଦ କୁମାରଙ୍କ ସହ ୬ ଜଣଙ୍କୁ ଜେଲ୍‌ଦଣ୍ଡ ଶୁଣାଇଲେ ସ୍ପେଶାଲ୍‌ ଜଜ୍‌
  • ||
  • ଫିରୋଜାବାଦରେ ଛାତିଥରା ଅଗ୍ନିକାଣ୍ଡ, ଜିଅନ୍ତା ଜଳିଗଲେ ପରିବାରର ୬ଜଣ
  • ||
  • କୁହୁଡ଼ି ନେଲା ଜୀବନ; ରାସ୍ତା ଦେଖାନଯିବାରୁ ବସ୍‌କୁ ପିଟିଲା ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ୬ ଜୀବନ
  • ||
  • ଇଡିରେ ହାଜର ହେଲେ ଅବିନାଶ ପ୍ରିୟଦର୍ଶୀ, ସୁପ୍ରିମ ଅଟୋ ମୋବାଇଲ ମୁଖ୍ୟ ପରିଚାଳକ ହେଲେ ଅବିନାଶ
  • ||

କଳାହାଣ୍ଡି ମାଣିଙ୍ଗପଦର ଗାଁ ମୁଣ୍ଡରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

20/05/2019 at 9:37 AM

କଳାହାଣ୍ଡି ୨୦/୫ : କଳାହାଣ୍ଡି ଜିଲ୍ଲା ମାଣିଙ୍ଗପଦର ଗାଁ ମୁଣ୍ଡରୁ ନବଜାତ ଶିଶୁ କନ୍ୟା ଉଦ୍ଧାର ହୋଇଛି | ଶିଶୁଟି କାହାର ଜଣାପଡିନାହିଁ | ଗୁରୁତର ଅବସ୍ଥାରେ ଶିଶୁକୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ଭବାନୀପାଟଣା ସଦର ଥାନା ଦ୍ବାରା ଘଟଣାର ତଦନ୍ତ ଆରମ୍ଭ ହୋଇଛି | ଶୌଚ ପାଇଁ ଯାଇଥିବା ବେଳେ ଗାଁର ଜଣେ ମହିଳା ଶିଶୁକୁ ଉଦ୍ଧାର କରିଥିଲେ |

   Related Posts