ଅଲୋଡା ହେଲା ଶିଶୁ କନ୍ୟା : ଖତଗଦାରୁ ଜୀବନ୍ତ ଅବସ୍ଥାରେ ନବଜାତ ଶିଶୁ କନ୍ୟା ଉଦ୍ଧାର
ମାଲକାନଗିରି ୨୨।୭: ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ଅଳିଆ ଆବର୍ଜନା ପରିପୂର୍ଣ୍ଣ ଏକ ଖତଗଦାରୁ ନବଜାତ ଶିଶୁ କନ୍ୟାକୁ ଜୀବନ୍ତ ଅବସ୍ଥାରେ ଉଦ୍ଧାର କଲେ ସାହି ଲୋକେ । ବସ୍ତା ମଧ୍ୟରେ ନବଜାତ ଶିଶୁ କନ୍ୟାକୁ ପ୍ୟାକ୍ କରି ଖତ ଗଦା ଭିତରେ କେହି ଫିଙ୍ଗି ଦେଇଥିବା ବେଳେ ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର ହୋଇଛି ଶିଶୁ କନ୍ୟା । ସୂଚନାଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲା ସଦର ମହକୁମା ତଳସାହି ଠାରେ ଅଳିଆ ଆବର୍ଜନା … Continue reading ଅଲୋଡା ହେଲା ଶିଶୁ କନ୍ୟା : ଖତଗଦାରୁ ଜୀବନ୍ତ ଅବସ୍ଥାରେ ନବଜାତ ଶିଶୁ କନ୍ୟା ଉଦ୍ଧାର
Copy and paste this URL into your WordPress site to embed
Copy and paste this code into your site to embed