ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||
  • ବ୍ରହ୍ମପୁରରେ ପୁଣି ରାଗିଂ ଅଭିଯୋଗ, ଘରୋଇ ସ୍କୁଲରେ ଜୁନିୟରଙ୍କୁ ପିଟିଲେ ସିନିୟର
  • ||
  • ଭୁବନେଶ୍ୱର: ଗୁମର ଖୋଲିଛି ଶ୍ରଦ୍ଧାଞ୍ଜଳୀ, ଇଡି ହାତରେ ଲାଗିଛି ବିସ୍ଫୋରକ ତଥ୍ୟ
  • ||
  • ଚାନ୍ଦବାଲି: କଇଥଖୋଲା ବଜାରରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ରୁ ଅଧିକ ଦୋକାନ
  • ||

ବୁଦା ମୂଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି

14/11/2022 at 6:10 PM

ଦେବଗଡ, ୧୪।୧୧: ଅଲୋଡା ହେଲା ଶିଶୁକନ୍ୟା। ସୋମବାର ଦେବଗଡ ଜିଲ୍ଲା ରିଆମାଳ ବ୍ଲକ ଟିଙ୍କବୀର ଗ୍ରାମ ନିକଟରେ ଏପରି ଘଟଣା ଘଟିଛି । ପତ୍ରା ଜଙ୍ଗଲ ମଧ୍ୟରୁ ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଛି । ଟିଙ୍କବୀର ଗ୍ରାମ ତିନି ନମ୍ବର ୱାର୍ଡରେ ଥିବା ଏକ ଘର ପଛପଟରେ ପତ୍ରା ଜଙ୍ଗଲର ବୁଦା ମୂଳରୁ ଶିଶୁ କନ୍ୟାଟି ଗ୍ରାମବାସୀଙ୍କ ଦ୍ୱାରା ଉଦ୍ଧାର ହୋଇଛି । ପତ୍ରା ଜଙ୍ଗଲରେ ବୁଦା ମୂଳରେ ଛୁଆଟି ପଡିଥିବା ବେଳେ ଉକ୍ତ ଅଞ୍ଚଳରେ ଛେଳି ଚରାଉଥିବା ଲୋକେ ଦେଖି ଗ୍ରାମରେ ଖବର ଦେଇଥିଲେ । ପରେ ଗ୍ରାମବାସୀମାନେ ଶିଶୁକୁ ଘଟଣାସ୍ଥଳରୁ ଉଦ୍ଧାର କରି ଛତାବର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।

   Related Posts