oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ପୂର୍ବରୁ ଦେଖି ନଥିବେ ଭୂମିଙ୍କ ଏହି ଅବତାର, କ୍ୟାମେରାରେ କଏଦ ହେଲା ଅଭିନେତ୍ରୀଙ୍କ ବୋଲ୍ଡ ଲୁକ୍‌

25/07/2022 at 8:21 AM

ମୁମ୍ବାଇ ୨୫।୦୭: ଅଭିନେତ୍ରୀ ଭୁମି ପେଡନେକର ହିନ୍ଦୀ ଇଣ୍ଡଷ୍ଟ୍ରିର ଚମ୍‌ଦାର ଚେହେରା । ତାଙ୍କର ଚମତ୍କାର ଅଭିନୟ ପାଇଁ ବେଶ୍‌ ଜଣାଶୁଣା । ଏହି ଅଭିନେତ୍ରୀ ବଲିଉଡ ସହିତ ଫ୍ୟାଶନ ଜଗତର ଏକ ଲୋକପ୍ରିୟ ନାମ । ଅନେକ ସମୟରେ ଭୁମି ପେଡନେକରଙ୍କ ଷ୍ଟାଇଲିସ୍ ଏବଂ ତାଙ୍କ ବୋଲ୍ଡ ସବୁବେଳେ ଭାଇରାଲ ହୋଇଥାଏ । ବର୍ତ୍ତମାନ ଅଭିନେତ୍ରୀଙ୍କର ଏକ ଷ୍ଟାଇଲିସ୍ ଫଟୋ ଇଣ୍ଟରନେଟ୍‌ରେ ହଙ୍ଗାମା କରୁଛି।

ଭୁମି ପେଡନେକର ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ । ଇନଷ୍ଟାଗ୍ରାମ ତାଙ୍କର ଏହି ସିଜଲିଂ ଏବଂ ବୋଲ୍ଡ ଫଟୋ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରାଉଛି।  ଅଭିନେତ୍ରୀଙ୍କ ଏହି ଲୁକ୍ ବିଷୟରେ କହିବାକୁ ଗଲେ ଭୁମି ଧଳା ରଙ୍ଗର ପୋଷାକରେ ବହୁତ ଚମତ୍କାର ଦେଖାଯାଉଛନ୍ତି । ଅଭିନେତ୍ରୀଙ୍କ ପୋଷାକ ବିଷୟରେ କହିବାକୁ ଗଲେ ସେ ପ୍ୟାଣ୍ଟ ସହିତ ସ୍ଲିଭ୍‌ଲେସ୍‌ ଟପ୍ ପିନ୍ଧିଥିବା ବେଳେ ନ୍ୟୁଡ୍‌ ମେକଅପ୍‌ ନେଇଛନ୍ତି। ଯାହା ସୋସିଆଲ୍‌ ମିଡିଆରେ ଖୁବ୍‌ ଭାଇରାଲ୍‌ ହେଉଛି।

ଭୁମି ପେଡନେକର ଅନେକ ହିଟ୍ ଫିଲ୍ମରେ ଅଭିନୟ କରିଛନ୍ତି। କହିବାକୁ ଗଲେ ଅଭିନେତ୍ରୀ ଖୁବ୍ ଶୀଘ୍ର ଅକ୍ଷୟ କୁମାରଙ୍କ ସହ ରାକ୍ଷା ବନ୍ଧନ ଫିଲ୍ମରେ ନଜର ଆସିବେ। ଏହି ଫିଲ୍ମ ଅଗଷ୍ଟ ୧୧ରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଭୁମି ବଡ ପରଦାରେ ଅକ୍ଷୟଙ୍କ ସହ ରୋମାନ୍ସ କରୁଥିବାର ନଜର ଆସିବେ।

   Related Posts