ରୋଷେଇ ଘର ସ୍ଲାପ୍‌ରେ କେଉଁ ରଙ୍ଗର ଲଗାଇବେ ଗ୍ରାନାଇଟ୍‌ ? ଜାଣନ୍ତୁ କଣ କୁହେ ବାସ୍ତଶାସ୍ତ୍ର…

Published By : Prameya-News7 Bureau | February 12, 2024 IST

ନୂଆଦିଲ୍ଲୀ ୧୨।୦୨: ରୋଷେଇ ଘର ତିଆରି ବେଳେ ସ୍ଲାପ୍‌ ଉପରେ ବିଶେଷ ଧ୍ୟାନ ଦିଆଯାଏ । କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ ରୋଷେଇ ଘର ସ୍ଲାପ୍‌ରେ କେଉଁ ରଙ୍ଗର ମାର୍ବଲ ଲଗାଇବା ଉଚିତ୍ । ଆସନ୍ତୁ ଜାଣିବା... ବାସ୍ତୁଶାସ୍ତ୍ର ଅନୁଯାୟୀ, ଦକ୍ଷିଣ ମୁହାଁ ରୋଷେଇ ଘର ପାଇଁ ମେରୁନ୍‌ ଗ୍ରାନାଇଟ୍ ଭଲ ।

{"id":908059,"sizeSlug":"full","linkDestination":"none"}

ଆପଣ ରୋଷେଇ ଘରେ ଗ୍ରାନାଇଟ୍ ପଥର ଏବଂ ଆର୍ଟିଫିସିଆଲ୍‌ ମାର୍ବଲ୍‌ ପରି ଇଟାଲୀୟ ପଥର ବ୍ୟବହାର କରିପାରିବେ । ରୋଷେଇ ଘରେ କେବେବି ନୀଳ ପଥର ବ୍ୟବହାର କରିବା ଉଚିତ୍ ନୁହେଁ । ନୀଳ ପଥର ଜଳ ଉପାଦାନକୁ ଦର୍ଶାଇଥାଏ । ତେବେ ଏହାକୁ ଅଗ୍ନି ପାଖରେ ରଖିବା ଉଚିତ୍‌ ନୁହେଁ ।  ଏପରି କରିବା ଦ୍ବାରା ଘରେ ଅଶାନ୍ତି ବଢିଥାଏ ।

{"id":908063,"width":839,"height":559,"sizeSlug":"full","linkDestination":"none"}

ଯଦି ରୋଷେଇ ଘରର ସ୍ଲାପ୍‌ରେ ମଲ୍ଡି କଲର୍‌ର ମାର୍ବଲ ବ୍ୟବହାର କରୁଛନ୍ତି ତେବେ ଏଥିରେ କଳା ଏବଂ ନୀଳ ରଙ୍ଗ ବ୍ୟବହାର କରନ୍ତୁନି । ରୋଷେଇ ଘର ସ୍ଲାପ୍‌ ପାଇଁ ଧଳା ରଙ୍ଗ ସବୁଠାରୁ ଭଲ । ଖାସ୍‌ କରି ରୋଷେଇ ଘରର ସ୍ଲାପ୍‌ ପାଇଁ  ସବୁବେଳେ କଳା ରଙ୍ଗ ଏଡାଇବା ଉଚିତ୍‌ । କିନ୍ତୁ କ୍ରିଷ୍ଟୋଲାଇଟ୍ ଲାଗିଥିବା କଳା ପଥର ଲଗାଇ ପାରିବେ ।

You Can Read:

wp:embed {"url":"https://www.prameyanews7.com/this-tree-is-near-the-house-it-will-become-a-mess/","type":"wp-embed","providerNameSlug":"prameya-news-7"}
https://www.prameyanews7.com/this-tree-is-near-the-house-it-will-become-a-mess/
/wp:embed

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.