ଲାଲକିଲ୍ଲାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମେମୋରିଆଲର ଫାଉଣ୍ଡେସନ ଷ୍ଟୋନ୍ ସ୍ଥାପନ

Published By : Prameya-News7 Bureau | October 21, 2018 IST

ନୂଆଦିଲ୍ଲୀ ୨୧|୧୦: ଆଜାଦ ହିନ୍ଦ ଫୌଜର ୭୫ତମ ସ୍ଥାପନ ଦିବସ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ସହ ଲାଲକିଲ୍ଲାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ମେମୋରିଆଲର ଫାଉଣ୍ଡେସନ ଷ୍ଟୋନ୍ ସ୍ଥାପନ କରିଛନ୍ତି । କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ଏବଂ ଶ୍ରାମତୀ ନନ୍ଦିନୀ ସତପଥୀ ମେମୋରିଆଲ ଟ୍ରଷ୍ଟ୍ ଏବଂ ଅନ୍ୟ ଅନୁଷ୍ଠାନ ତରଫରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏ ସଂପର୍କରେ ଅଧିକ ଆଲୋଚନା କରିବା ପାଇଁ ନ୍ୟୁଜ୍ ସେଭେନ ସହ କଥା ହୋଇଥିଲେ ଅଧ୍ୟକ୍ଷ ସୁପର୍ଣ୍ଣୋ ଶତପଥୀ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.