ଯାତ୍ରୀଙ୍କୁ ଆକୃଷ୍ଟ କରୁଛି ନେତାଜୀ ବସ୍ ଟର୍ମିନାଲର ସୌନ୍ଦର୍ଯ୍ୟ, ମନ ମୋହୁଛି ଲୁହା ଓ ପଥରରେ ତିଆରି ଭାସ୍କର୍ଯ୍ୟ ଶିଳ୍ପର କାରୁକାର୍ଯ୍ୟ

କଟକ ୨୫/୦୯: କଟକ ନେତାଜୀ ବସ୍ ଟର୍ମିନାଲରେ ଯାତ୍ରୀଙ୍କ ମନକୁ ହରଣ କରୁଛି ଅଦରକାରୀ ଲୁହାରେ ତିଆରି ଓ ପଥରରେ ତିଆରି ଭାସ୍କର୍ଯ୍ୟ ଶିଳ୍ପ । ଏହାକୁ ନିର୍ମାଣ କରିବା ପାଇଁ ବେଶ୍ ପରିଶ୍ରମ ହୋଇଥିବା କଥା କହିଛନ୍ତି ଭାସ୍କର୍ଯ୍ୟ ଶିଳ୍ପୀ। କଟକରେ କାର୍ଯ୍ୟକ୍ଷମ ହୋଇଥିବା ନେତାଜୀ ବସ୍ ଟର୍ମିନାଲ ରେ ବଢୁଛି ଯାତ୍ରୀ ମାନଙ୍କର ଭିଡ । ପ୍ରତି ଦିନ ଏକ ହଜାରରୁ ଉର୍ଦ୍ଧ ବସ୍ ଆସୁଥିବା ବେଳେ ବର୍ତ୍ତମାନ ସମସ୍ତଙ୍କ ଆକର୍ଷଣ ର କେନ୍ଦ୍ରବିନ୍ଦୁ … Continue reading ଯାତ୍ରୀଙ୍କୁ ଆକୃଷ୍ଟ କରୁଛି ନେତାଜୀ ବସ୍ ଟର୍ମିନାଲର ସୌନ୍ଦର୍ଯ୍ୟ, ମନ ମୋହୁଛି ଲୁହା ଓ ପଥରରେ ତିଆରି ଭାସ୍କର୍ଯ୍ୟ ଶିଳ୍ପର କାରୁକାର୍ଯ୍ୟ