oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ଗୋଆ କନର୍ସଟ୍‌ ପାଇଁ ଟ୍ରୋଲ୍‌ ହେଲେ ନେହା କକ୍କଡ , ୟୁଜର୍ସ କହିଲେ- ଏବେ କରୋନା ଦେଖାଯାଉନି…

2/01/2022 at 8:10 AM

ନୂଆଦିଲ୍ଳୀ ୦୨।୦୧ : ବଲିବୁଡରେ ଧୁମ ମଚାଉଥିବା ନେହା କକ୍କଡ ଖୁବ୍‌ ଜଣାଶୁଣା । ନିଜ ସଂଗୀତର ଯାଦୁରେ ମତୁଆଲା କରୁଥିବା ସେନସେସନାଲ କଣ୍ଠଶିଳ୍ପୀ ନେହା କକ୍କର । ବର୍ତ୍ତମାନ ଏବେ ସୋସିଆଲ ମିଡିଆରେ ଘୁରି ବୁଲୁଛି ତାଙ୍କ ଏକ ଭିଡିଓ। ଗୋଆର ଏକ କନ୍ସର୍ଟରେ ନେହା କକ୍କଡଙ୍କ ଦେଖିବାକୁ ମିଳିଲା । ଏହାରି ଭିତରେ ଜସନ ଓ ଆତସବାଜିରେ ଫାଟି ପଡୁଥିଲା ସ୍ଥାନ । ନେହାଙ୍କ ଗୋଟେ ପରେ ଗୋଟେ ହିଟ ଗୀତରେ ଝୁମିଥିଲେ ଦର୍ଶକ ।

ହେଲେ ଏହି ୟଙ୍ଗ ଆଣ୍ଡ ବିୟୁଟିଫୁଲ ସିଙ୍ଗର ନେହାଙ୍କ ପାଇଁ ଏହି କନର୍ସଟ କାଳ ହେଲା । ଯେତେବେଳେ ନେହାଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଅପଲୋଡ ହେଲା ୟୁଜରର୍ସମାନେ ନେହାଙ୍କ ୱାର୍ଟ ଲଗାଇ ଦେଲେ । ଭିଡିଓରେ ଗୋଟେ ପରେ ଗୋଟେ ୟୁଜର କମେଣ୍ଟ ଦେଇ ଚାଲିଲେ ଆଉ ନେହା ଟ୍ରୋଲ କଲେ । ସିଙ୍ଗର ନେହା କକ୍କଡ ନୂଆବର୍ଷ ୨୦୨୨କୁ ଏକ ଧମାକେଦାର ଅନ୍ଦାଜରେ ସ୍ୱାଗତ କରିଥିଲେ । ଗୋଆରେ ଆୟୋଜିତ କନସର୍ଟରେ ପରଫର୍ମ କରି ନୂଆବର୍ଷର ମାହୋଲକୁ ଜବରଦସ୍ତ କରିଥିଲେ । କିନ୍ତୁ ନେହାଙ୍କୁ ଏହି କନସର୍ଟ ଏବେ ମହଙ୍ଗା ପଡିଗଲା । କାରଣ ଯେଉଁ ଭିଡ ସେଠାରେ ହୋଇଥିଲା ତାହା ନକହିଲେ ଭଲ । ସେଠାରେ ନା ମାସ୍କ ଥିଲା ନା କଣ ଖୁଲମ ଖୁଲାରେ ସବୁ ଏକାଠି ହୋଇଥିଲେ ଏଭଳି ପରିସ୍ଥିତିରେ ମହାମାରୀ କରୋନାକୁ ସଂକ୍ରମିତ କରିବା ସହ ସମାନ ।

ଏହି ଭାଇରାଲ ଭିଡିଓରେ ଭିଡ ଦେଖାଯିବାରୁ ଜଣେ ୟୁଜର ଲେଖିଲେ କି ୨ଦିନ ପରେ କହିବ ଘରେ ରୁହନ୍ତୁ । ଦ୍ୱିତୀୟ ଜଣକ ଲେଖିଲେ ଏଠି କରୋନା ଜମା ନାହିଁ । ତୃତୀୟ ଜଣକ ଲେଖିଲେ କରୋନା କୋଉଠି  ଦେଖାଯାଉନି । ଜଣେ ୟୁଜର ତ ଏପରି ଲେଖିଲେ କି ଗୋଆରେ କରୋନା ବ୍ୟାପେନି । ଅନ୍ୟଜଣେ କହିଛନ୍ତି କି ଏଠି କୌଣସି କଟକଣା ନାହିଁ । ଲାଗୁଛି ଏଠିକାର ଲୋକଙ୍କ ଉପରେ ଓମିକ୍ରନର ଓଲଟା ଅସର ହେଉଛି । ଆଗକୁ ଲେଖାଯାଇଛି ଯେ ନେହା ଆଉ କରୋନା ଗ୍ୟାଙ୍ଗ । କିନ୍ତୁ ବଡକଥା ସବୁ ପରେ ବି ଅନେକ ୟୁଜର୍ସ ଅଛନ୍ତି ଯେଉଁମାନେ ନେହାଙ୍କ ଗୀତକୁ ପସନ୍ଦ କରିଛନ୍ତି ଓ ଭିଡିଓର ସିନ ଟାଇମ ବଢାଇଛନ୍ତି ।

   Related Posts