oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

NEET-PG ନାମଲେଖା ନେଇ ବଡ ରାୟ, OBC/EWS ସଂରକ୍ଷଣ କାଏମ

7/01/2022 at 11:52 AM

ନୂଆଦିଲ୍ଲୀ ୦୭/୦୧: NEET OBC ସଂରକ୍ଷଣ ମାମଲାରେ ଆସିଲା ସୁପ୍ରମି ରାୟ । OBC/EWS ସଂରକ୍ଷଣ ଚାଲୁ ରଖିଲେ ଖଣ୍ଡପୀଠ । ମେଡିକାଲ ପିଜି ନାମଲେଖାରେ ଉଭୟ ବର୍ଗକୁ ମିଳିବ ସଂରକ୍ଷଣ । OBC ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରହିବ ୨୭ ପ୍ରତିଶତ ସଂରକ୍ଷଣ । EWS ବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ରହିବ ୧୦ ପ୍ରତିଶତ ସଂରକ୍ଷଣ । ଅଲ ଇଣ୍ଡିଆ କୋଟା PG ନାମଲେଖାରେ ମିଳିବ ସଂରକ୍ଷଣ ।

ସୁପ୍ରିମକୋର୍ଟ କହିଛନ୍ତି ଯେ ଏହି ବର୍ଷ ଠାରୁ ଲାଗୁ ହୋଇଥିବା ସଂରକ୍ଷଣ ନୀତି ଅସାମ୍ବିଧାନିକ ବୋଲି ଯୁକ୍ତି ହୋଇଥିଲା । EWS ସୀମାକୁ ୮ ଲକ୍ଷ ଟଙ୍କା ରଖିବା ଉପରେ ନିଷ୍ପତ୍ତି ହୋଇଥିଲା । ଅକ୍ଟୋବରରେ ଏହି ପ୍ରଶ୍ନ ପଚରାଯାଇଥିଲା । ତେବେ ଅକ୍ଟୋବର ୨୫ରେ ଏହା ଉପରେ ରୋକ୍ ଲାଗିଥିଲା । ପରେ ଦୀପାବଳି ପରେ ଶୁଣାଣି ହେବା ଉଚିତ୍ ବୋଲି କହିଥିଲେ ।

   Related Posts