vridhi excotica
ratha jatra live
star kirano
ori homes
vridhi excotica
ratha jatra live
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ନିର୍ଦ୍ଧାରିତ ତାରିଖରେ ହେବ NEET , JEE

25/08/2020 at 10:18 PM

ନୂଆଦିଲ୍ଲୀ୨୫/୮: ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ NEET , JEE ପରୀକ୍ଷା । ଏନେଇ ସୂଚନା ଦେଲା NTA । ସେପ୍ଟେମ୍ୱର ୧ ତାରିଖରୁ ୬ ତାରିଖ ମଧ୍ୟରେ ହେବ ଜେଇଇ ମେନ୍‌ ପରୀକ୍ଷା ଓ ସେପ୍ଟେମ୍ୱର ୧୩ ତାରିଖରେ ଅନୁଷ୍ଠିତ ହେବ NEET ୟୁଜି ପରୀକ୍ଷା । ଏହାସହ JEE ମେନ୍‌ ପାଇଁ ସେଣ୍ଟର ସଂଖ୍ୟା ୫୭୦ରୁ ୬୬୦କୁ ବଢ଼ିଲା । NEETୟୁଜି ପାଇଁ ସେଣ୍ଟର ସଂଖ୍ୟା ୨୫୪୬ରୁ ୩୮୪୩କୁ ବଢ଼ିଲା ।

   Related Posts