ନିର୍ଦ୍ଧାରିତ ତାରିଖରେ ହେବ NEET , JEE
25/08/2020 at 10:18 PM

ନୂଆଦିଲ୍ଲୀ୨୫/୮: ନିର୍ଦ୍ଧାରିତ ତାରିଖରେ ଅନୁଷ୍ଠିତ ହେବ NEET , JEE ପରୀକ୍ଷା । ଏନେଇ ସୂଚନା ଦେଲା NTA । ସେପ୍ଟେମ୍ୱର ୧ ତାରିଖରୁ ୬ ତାରିଖ ମଧ୍ୟରେ ହେବ ଜେଇଇ ମେନ୍ ପରୀକ୍ଷା ଓ ସେପ୍ଟେମ୍ୱର ୧୩ ତାରିଖରେ ଅନୁଷ୍ଠିତ ହେବ NEET ୟୁଜି ପରୀକ୍ଷା । ଏହାସହ JEE ମେନ୍ ପାଇଁ ସେଣ୍ଟର ସଂଖ୍ୟା ୫୭୦ରୁ ୬୬୦କୁ ବଢ଼ିଲା । NEETୟୁଜି ପାଇଁ ସେଣ୍ଟର ସଂଖ୍ୟା ୨୫୪୬ରୁ ୩୮୪୩କୁ ବଢ଼ିଲା ।