oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ଜେଲରେ ପୁଣି ଜଣେ କଏଦୀର ଆତ୍ମହତ୍ୟା
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ବନ୍ୟା ପରିସ୍ଥିତିର ମୁକାବିଲା ପାଇଁ ମାର୍ଶ।ଘାଇରେ ପହଂଚିଲା ଏନଡିଆରଏଫ ଟିମ

24/07/2018 at 7:58 AM

କେନ୍ଦ୍ରାପଡା ଜିଲ୍ଲା ମାର୍ଶ।ଘାଇ ବ୍ଲକ ପରିସରରେ ପହଂଚିଲା ଏନଡିଆରଏଫ ଟିମ । ମାର୍ଶ।ଘାଇ , ମହାକାଳପଡା,ଗରଦପୁରରେ ଅବବାହିତ ହେଉଥିବା ଲୁଣା,ଚିତ୍ରୋତ୍ପଳା,ପାଇକା,କରାଣ୍ଡିଆ ପ୍ରମୁଖ ନଦୀ ଗୁଡିକରେ ବନ୍ୟାପାଣି ପ୍ରବାହିତ ହେବାରୁ ମାର୍ଶଘାଇ ବ୍ଲକରେ ପହଁଚିଛି ୩୦ ଜଣିଆ ଏନଡିଆରଏଫ ଟିମ । କୈ।ଣସି ପରିସ୍ଥିତିରେ ବି ନଦୀର ବନ୍ୟାଜଳ ବିପଦ ସଙ୍କେତ ଉପରକୁ ଗତି କଲେ ନଦୀ କୂଳିଆ ଗ୍ରାମମାନଙ୍କ ପ୍ରତି ବଢିଯାଏ ବିପଦ । ଏହାକୁ ଲକ୍ଷ କରି ମାର୍ଶ।ଘାଇରେ ପହଁଚିଲା ଏନଡିଆରଏଫ ଟିମ ।

   Related Posts