ଦଶାହ କାର୍ଯ୍ୟ ବେଳେ ଭାସିଗଲେ ବ୍ୟକ୍ତି, ଖୋଜା ଖୋଜି କରୁଛି ଏନ୍ଡିଆର୍ଏଫ୍ ଟିମ୍
18/08/2022 at 5:16 PM

ବାଲିପାଟଣା, ୧୮।୮: ଦଶାହ କର୍ମ ବେଳେ କୁଶଭଦ୍ରା ନଦୀରେ ଭାସିଗଲେ ବ୍ୟକ୍ତି । ଖୋଜା ଖୋଜି ପରେ ପତ୍ତା ମିଳୁନି । ନିଖୋଜ ବ୍ୟକ୍ତି ହେଉଛନ୍ତି ରାମଚନ୍ଦ୍ରପୁର ଗ୍ରାମର ଅମୁଲ୍ୟ ରାଉତ । ଅମୂଲ୍ୟ ବାଲିଅନ୍ତା ରାମଚନ୍ଦ୍ରପୁର ଠାରେ କୁଶଭଦ୍ରା ନଦୀରେ ଦଶାହ କାର୍ଯ୍ୟରେ ସାମିଲ୍ ହୋଇଥିଲେ । ହଠାତ୍ ତାଙ୍କର ଗୋଡ଼ ଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ । NDRFର ଏକ ଟିମ୍ କୁଶଭଦ୍ରା ନଦୀରେ ଖୋଜା ଖୋଜି କରିଥିଲେ ମଧ୍ୟ ଅମୂଲ୍ୟଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।
Related Posts
ଗାଡି ପଛରେ ହନୁମାନଙ୍କୁ ବାନ୍ଧିନେଲେ, ଭାଇରାଲ ହେଲା ଭିଡିଓ
31 January 2023
ନବ ଦାସ ହତ୍ୟା ମାମଲା, ଗୋପାଳ ଦାସଙ୍କ ଘରେ କ୍ରାଇମବ୍ରାଞ୍ଚ ଟିମ୍
31 January 2023
ଆସିଲା ନବ ଦାସଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଫିଟିପାରେ ଅନେକ ରହସ୍ୟ
31 January 2023