Hari omm 2
hari om films
AKK 2023
AKK2023
HARI-OMM_728X90_B
Showcase2022
hari om films
WEB_F-8
WEB_F-9
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଝାରସୁଗୁଡାରେ କ୍ରାଇମବ୍ରାଞ୍ଚ ତନାଘନା, ଗୁଳିମାଡ଼ ସ୍ଥାନରେ ମେଟାଲ ଡିଟେକ୍ଟର ଯାଞ୍ଚ
  • ||
  • କଟକ: ସବ ରେଜିଷ୍ଟ୍ରାର ଅଫିସରେ ଅଗ୍ନିକାଣ୍ଡ, ରେକର୍ଡ ରୁମ୍‌ରେ ଲାଗିଲା ନିଆଁ
  • ||
  • ଭୁବନେଶ୍ୱର: ଜେଲ୍‌ରେ ପରୀକ୍ଷା ଦେବେ ଅର୍ଚ୍ଚନା, ଅନୁମତି ଦେଇଥିଲେ କୋର୍ଟ
  • ||

ଦଶାହ କାର୍ଯ୍ୟ ବେଳେ ଭାସିଗଲେ ବ୍ୟକ୍ତି, ଖୋଜା ଖୋଜି କରୁଛି ଏନ୍‌ଡିଆର୍‌ଏଫ୍‌ ଟିମ୍‌

18/08/2022 at 5:16 PM

ବାଲିପାଟଣା, ୧୮।୮: ଦଶାହ କର୍ମ ବେଳେ କୁଶଭଦ୍ରା ନଦୀରେ ଭାସିଗଲେ ବ୍ୟକ୍ତି । ଖୋଜା ଖୋଜି ପରେ ପତ୍ତା ମିଳୁନି । ନିଖୋଜ ବ୍ୟକ୍ତି ହେଉଛନ୍ତି ରାମଚନ୍ଦ୍ରପୁର ଗ୍ରାମର ଅମୁଲ୍ୟ ରାଉତ । ଅମୂଲ୍ୟ ବାଲିଅନ୍ତା ରାମଚନ୍ଦ୍ରପୁର ଠାରେ କୁଶଭଦ୍ରା ନଦୀରେ ଦଶାହ କାର୍ଯ୍ୟରେ ସାମିଲ୍‌ ହୋଇଥିଲେ । ହଠାତ୍‌ ତାଙ୍କର ଗୋଡ଼ ଖସିଯିବାରୁ ନଦୀର ପ୍ରଖର ସ୍ରୋତରେ ସେ ଭାସିଯାଇଥିଲେ । NDRFର ଏକ ଟିମ୍ କୁଶଭଦ୍ରା ନଦୀରେ ଖୋଜା ଖୋଜି କରିଥିଲେ ମଧ୍ୟ ଅମୂଲ୍ୟଙ୍କର କୌଣସି ସନ୍ଧାନ ମିଳିପାରିନାହିଁ ।

   Related Posts