MV ଦେବୀ ଜାହାଜରୁ କୋକେନ ଜବତ ଘଟଣା : ଅଟକ ଜାହାଜ ରିଲିଜ ପାଇଁ ୧୧୦କୋଟି ଟଙ୍କା ସର୍ତ୍ତ ରଖିଲେ କୁଜଙ୍ଗ NDPS କୋର୍ଟ

ପାରାଦୀପ ୧୨।୨: ଜାହାଜ MV ଦେବୀରୁ ୨୨୦ କୋଟି ଟଙ୍କାର କୋକେନ ଜବତ ଘଟଣାରେ ଅଟକ ଥିବା ଜାହାଜ ରିଲିଜ ପାଇଁ ୧୧୦ କୋଟିର ସର୍ତ୍ତ ରଖିଛନ୍ତି କୁଜଙ୍ଗ NDPS କୋର୍ଟ । ଏଥିରେ ୧୦୦ କୋଟିର ବଣ୍ଡ୍ ଓ ୧୦ କୋଟିର ବ୍ୟାଙ୍କ ଗ୍ୟାରେଣ୍ଟିର ସର୍ତ୍ତ ରଖିଛନ୍ତି କୋର୍ଟ । ଉଲ୍ଲେଖଯୋଗ୍ୟ ଯେ, ନଭେମ୍ବର ୩୦ ତାରିଖରେ ପାରାଦୀପ ବନ୍ଦରର ପିଆଇସିଟି ବର୍ଥରେ ଲାଗିଥିବା ଜାହାଜ MV ଦେବୀ ଜାହାଜରୁ ୨୦ଟି ପ୍ୟାକେଟ୍ କୋକେନ ଜବତ … Continue reading MV ଦେବୀ ଜାହାଜରୁ କୋକେନ ଜବତ ଘଟଣା : ଅଟକ ଜାହାଜ ରିଲିଜ ପାଇଁ ୧୧୦କୋଟି ଟଙ୍କା ସର୍ତ୍ତ ରଖିଲେ କୁଜଙ୍ଗ NDPS କୋର୍ଟ