ମୁମ୍ବାଇ ୧୦।୦୮: ସାଉଥ୍ ଫିଲ୍ମ ସୁପରଷ୍ଟାର ନୟନତାରା ଚଳିତ ବର୍ଷ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ସେ ଚଳଚ୍ଚିତ୍ର ନିର୍ମାତା ବିଗ୍ନେଶ ଶିବନଙ୍କ ସହ ବିବାହ କରିଥିଲେ। ଦୁହିଁଙ୍କ ବିବାହରେ ରଜନୀକାନ୍ତ, ଶାହାରୁଖ ଖାନ, ସୁରିଆ, କାର୍ତ୍ତିଙ୍କ ବ୍ୟତୀତ ଅନ୍ୟ ବଡ ତାରକାମାନେ ସେମାନଙ୍କ ବିବାହ ଉତ୍ସବରେ ଯୋଗ ଦେଇଥିଲେ। ସେହି ସମୟର ଫଟୋ ଗୁଡ଼ିକ ଖୁବ୍ ଭାଇରାଲ୍ ହୋଇଥିଲା। ପୂର୍ବ ଖୁବର ଆସିଥିଲା କି ନେଟଫ୍ଲିକ୍ସ ଦମ୍ପତିଙ୍କ ବିବାହ ଉପରେ ଏକ ଡକ୍ୟୁମେଣ୍ଟାରୀ ପ୍ରସ୍ତୁତ କରୁଥିଲା। ବର୍ତ୍ତମାନ ଏହାର ଟିଜର ରିଲିଜ୍ ହୋଇଛି ।
wp:html/wp:htmlCue the malems cos we're ready to dance in excitement💃
— Netflix India South (@Netflix_INSouth) August 9, 2022
Nayanthara: Beyond the Fairytale is coming soon to Netflix! pic.twitter.com/JeupZBy9eG
ଭିଡିଓରେ ନୟନ୍ତରା ଏବଂ ଭିଗ୍ନେଶ ସେମାନଙ୍କ ସମ୍ପର୍କ ବିଷୟରେ ମଧ୍ୟ କଥାବାର୍ତ୍ତା କରିଛନ୍ତି। ବର୍ତ୍ତମାନ ’ନେଟଫ୍ଲିକ୍ସ ଏହାତ ଟିଜର ରିଲିଜ କରିଛି। କିନ୍ତୁ ଏପର୍ଯ୍ୟନ୍ତ ଏହାର ପ୍ରିମିୟର ତାରିଖ ପ୍ରକାଶ ହୋଇନାହିଁ। କୁହାଯାଇଛି କି ଯେତେବେଳେ ପ୍ରୋମୋ ଭିଡିଓ ଆସିବ, ଏହାର ସୂଚନା ମିଳିବ।