oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦୁର୍ଘଟଣାରେ ପଲ୍ୟୁସନ୍‌ ଟେଷ୍ଟିଂ ଭ୍ୟାନ୍‌ ଜଳିଯିବା ଘଟଣା, ୨ ମୃତ

10/12/2020 at 6:15 PM

ନୟାଗଡ଼ ୧୦/୧୨: ଗଛରେ ପିଟି ହୋଇ ପଲ୍ୟୁସନ୍‌ ଟେଷ୍ଟିଂ ଭ୍ୟାନ୍‌ ଜଳିଯିବା ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଭ୍ୟାନ୍‌ରେ ଥିବା ଦୁଇଜଣଙ୍କର ମୃତ୍ୟୁ ହୋଇଛି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ଭୂବନେଶ୍ବର ସ୍ଥାନାନ୍ତର କରାଯାଇଥିଲା । ମୃତକ ହେଲେ ସୋମନାଥ ସାହୁ ଏବଂ ନାବାଳକ ଦିପ୍ତିରଞନ ସାହୁ । ଅପରାହ୍ନରେ ନୟାଗଡ ଜିଲ୍ଲା ଫତେଗଡ ଥାନା ମାଣିବନ୍ଧ ନିକଟରେ ଘଟିଥିଲା ଦୁର୍ଘଟଣା ।

ସୂଚନାଯୋଗ୍ୟ, ଓ ଆର୍ ୦୨ ବି ଏସ୍ ୧୮୨୦ ନମ୍ବର୍ ଥିବା ପଲ୍ଯୁସନ୍ ଯାଞ୍ଚ ଭ୍ଯାନ ଖଣ୍ଡପଡାରୁ ଭାପୁର ଯାଉଥିବାବେଳେ ଜାମୁସାହି ନିକଟରେ ଦୁଇଟି ବାଇକ୍‌କୁ ଧକ୍କା ଦେଇଥିଲା । ପରେ ଦୃତ ଗତିରେ ଯାଇ ଭ୍ଯାନ୍‌ଟି ମାନପୁର ନିକଟରେ ଏକ ଗଛରେ ପିଟି ହୋଇ ଜଳିଯାଇଥିଲା ।

   Related Posts