oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୬୭ କୋଭିଡ୍ ପଜିଟିଭ୍
  • ||
  • ନବରାତ୍ରର ଦ୍ନିତୀୟ ଦିନ, ବ୍ରହ୍ମଚାରିଣୀ ରୂପେ ଦର୍ଶନ ଦେଉଛନ୍ତି ମାଆ ଜଗଦମ୍ୱା
  • ||
  • ରାଉରକେଲା : ବରିଷ୍ଠ ଆଇନଜୀବୀ ରମେଶ ବଳଙ୍କ ଆତ୍ମହତ୍ୟା, ଶ୍ୱଶୁର ଘରୁ ମିଳିଲା ଝୁଲନ୍ତା ମୃତଦେହ
  • ||
  • ଭୁବନେଶ୍ୱର : ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦଶହରା
  • ||

ନକ୍ସଲ ସହିଦ ସପ୍ତାହର ଶେଷ ଦିନ, ଆଦିବାସୀଙ୍କୁ ମାଓ ସଂଗଠନରେ ସାମିଲ କରିବାକୁ ପ୍ରୟାସ

3/08/2021 at 8:42 AM

ମାଲକାନଗିରି ୦୩/୦୮ : ନକ୍ସଲପନ୍ଥୀଙ୍କ ସହିଦ ସପ୍ତାହର ଆଜି ହେଉଛି ଶେଷ ଦିନ । ହେଲେ ଗତକାଲି ମାଲକାନଗିରି ଛତିଶଗଡ ସିମାନ୍ତ ସୁକୁମା ଜିଲ୍ଲାରେ ନକ୍ସଲ ମାନେ ପାଳନ କରିଥିଲେ ସହିଦ ସପ୍ତାହ । ଏଥିରେ ସିମାନ୍ତ ମାଲକାନଗିରି ଓ ସୁକୁମା ଜିଲ୍ଲାର ଶହ ଶହ ଆଦିବାସୀ ଲୋକେ ଯୋଗ ଦେଇଥିଲେ । ଆଦିବାସୀ ଲୋକଙ୍କୁ ବସାଇ ପ୍ରଥମେ ମାଓ ନେତା ଲାଲ୍ ସଂଗଠନ ସଂପର୍କରେ ଆଦିବାସୀ ଲୋକଙ୍କୁ ଅବଗତ କରିଥିଲେ ।

ମାଓ ସଂଗଠନ ଗରିବ ଆଦିବାସୀ ଲୋକଙ୍କ ପାଇଁ ଲଢେଇ ଜାରି ରଖିଛି ବୋଲି କହିଥିଲେ ମାଓନେତା । ଏହା ସହ ମହିଳା ମାଓବାଦୀ ମାନେ ମଧ୍ୟ କୋୟା ଆଦିବାସୀ ଭାଷାରେ ଲୋକଙ୍କୁ ବୁଝାଇଥିଲେ । ଏହା ପରେ ଚଳିତବର୍ଷ ପୋଲିସ ଗୁଳିରେ ପ୍ରାଣ ହରାଇଥିବା ନକ୍ସଲ ସାଥିଙ୍କ ସ୍ମୁତି ଉଦ୍ଦେଶ୍ୟରେ ମାଓବାଦୀ ମାନେ ଜଙ୍ଗଲ ଭିତରେ ସହିଦ ସ୍ତମ୍ଭ ସ୍ଥାପନ କରିବା ସହ ଉପସ୍ଥିତ ଗ୍ରାମବାସୀଙ୍କୁ ନେଇ ଶୋଭାଯାତ୍ରା ମଧ୍ୟ କରିଥିଲେ । ତେବେ ଜଙ୍ଗଲ ଭିତରେ ନକ୍ସଲ ପନ୍ଥିଙ୍କ ଏତେ ବଡ ଆୟୋଜନ ଚାଲିଥିବା ବେଳେ ପୋଲିସ କିନ୍ତୁ ଘଟଣା ସଂପର୍କରେ ଆଦୌ ଟେର ପାଇନଥିଲେ ।

   Related Posts