ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶ୍ରୀମନ୍ଦିର ଉପରେ ଡ୍ରୋନ୍‌ ଉଡାଇବା ଘଟଣା : ଅପଲୋଡ ଭିଡିଓ ଡିଲିଟ୍‌ କଲେ ୟୁଟ୍ୟୁବର, ଆଉ ହାତଯୋଡି କ୍ଷମା ବି ମାଗିଲେ…
  • ||
  • ଅର୍ଚ୍ଚନା ନାଗ ଗିରଫ ମାମଲା, ଇଡିକୁ ସବୁ ତଥ୍ୟ ଦେଲା କମିଶନରେଟ୍‌ ପୋଲିସ
  • ||
  • ଧର୍ମଗଡ଼ : ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରରୁ ଗ୍ୟାସ୍‌ ଲିକ୍‌, ଯାତାୟତ ବାଧାପ୍ରାପ୍ତ
  • ||

ଦୁର୍ଦ୍ଦାନ୍ତ ନକ୍ସଲ ଗଞ୍ଜୁ ଗିରଫ, ୩୦ ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡରେ ଥିଲା ସମ୍ପୃକ୍ତି

19/08/2021 at 9:04 PM

ରାଞ୍ଚି ୧୯/୦୮:  କୁଖ୍ୟାତ ନକ୍ସଲ ରମେଶ ଗଞ୍ଜୁକୁ ଗିରଫ କଲା ଝାଡ଼ଖଣ୍ଡ ପୋଲିସ। ଗଞ୍ଜୁ ଓରଫ ଆଜାଦ ମୁଣ୍ଡ ଉପରେ ଲାଗିଥିଲା ୧୫ ଲକ୍ଷ ଟଙ୍କାର ପୁରସ୍କାର ରାଶି।  ଗତ ୩୦ ବର୍ଷରେ ୩୦ ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡରେ ସାମିଲ ଥିଲା ଆଜାଦ ।

ପୋଲିସ ଏବଂ ସିଆରପିଏଫ ଯବାନଙ୍କ ମିଳିତ ଉଦ୍ୟମରେ କୁଖ୍ୟାତ ନକ୍ସଲ ଗିରଫ ହୋଇଛି ।  ରମେଶ ବିରୋଧରେ ବିହାର ଏବଂ ଝାଡ଼ଖଣ୍ଡରେ ୪୫ରୁ ଅଧିକ ମାମଲା ରହିଛି।  ଲ୍ୟାଣ୍ଡ ମାଇନ୍‌ ବିଛାଇବାରେ ମାହିର ଥିଲା ରମେଶ ।  ଝାଡ଼ଖଣ୍ଡ ପୋଲିସ ଅନୁସାରେ, ଗଞ୍ଜୁ ୩୦ ପୋଲିସ କର୍ମଚାରୀଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲା ।

   Related Posts