oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୨୦୬ କୋଭିଡ୍ ପଜିଟିଭ୍
  • ||
  • ପିଏଫଆଇ ଉପରେ ଲାଗିଲା ୫ ବର୍ଷ ପାଇଁ ପ୍ରତିବନ୍ଧକ, ଆତଙ୍କବାଦୀ କାର୍ଯ୍ୟକଳାପ ନେଇ କାର୍ଯ୍ୟାନୁଷ୍ଠାନ
  • ||
  • ଯାଜପୁର: ମାଆ ବିରଜାଙ୍କ ପୀଠରେ ଚାଲିଛି ନବଦିନାତ୍ମକ ପୂଜା, ସନ୍ଧ୍ୟାରେ ରଥଟଣା
  • ||
  • ଜଗତସିଂହପୁର: ନବରାତ୍ରର ତୃତୀୟ ଦିନ, ମନ୍ତ୍ରଧ୍ୱନୀ ଓ ଚଣ୍ଡୀପାଠରେ କମ୍ପୁଛି ଝଙ୍କଡ଼ ପୀଠ
  • ||
  • କଟକ : କଟକ ସହରରେ ପଶିଲେ ୩ ହାତୀ, ଆକ୍ରମଣରେ ୨ ମୃତ
  • ||

ମାଓବାଦୀଙ୍କ ବର୍ବରତା ; ପୋଲ କାମକୁ ବିରୋଧ କରି ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା

15/07/2018 at 7:30 AM

ମାଲକାନଗିରି ଛତିଶଗଡ ସୀମାନ୍ତ ଦାନ୍ତେୱାଡାରେ ମାଓ ହିଂସା ଦେଖିବାକୁ ମିଳିଛି | ସରପଞ୍ଚଙ୍କ ସ୍ବାମୀଙ୍କୁ ହତ୍ୟା କରିଛନ୍ତି ମାଓବାଦୀ |ପାହୁରନାର ଗାଁର ସରପଞ୍ଚଙ୍କ ସ୍ବାମୀ ପିସେରାମଙ୍କୁ ହତ୍ୟା କରାଯାଇଛି | ଗତରାତିରେ ୧୦-୧୫ ସଶସ୍ତ୍ର ମାଓବାଦୀ ଆସି ଗୁଳି କରି ହତ୍ୟା କରିଛନ୍ତି | ଏହାସହ ଗାଁର ଦୁଇ ଜଣଙ୍କୁ ନିସ୍ତୁକ ମାଡ ମଧ୍ୟ ମାରିଛନ୍ତି | ଘଟଣାସ୍ଥଳରେ ମାଓବାଦୀମାନେ ପୋଷ୍ଟର ଛାଡି ଯାଇଛନ୍ତି | ଇନ୍ଦ୍ରାବତୀ ନଦୀ ଉପରେ ଚାଲିଥିବା ପୋଲ କାମକୁ ବିରୋଧ କରି ପୋଷ୍ଟର ଛାଡ଼ିଯାଇଛନ୍ତି |
ତେବେ ପିସେରାମଙ୍କ ସହାୟତାରେ ପ୍ରଶାସନ ସେଠାରେ ବ୍ରିଜ କାମ କରି ଆସୁଥିବାରୁ ତାଙ୍କୁ ହତ୍ୟା କରିଥିବା ପୋଷ୍ଟରରେ ଉଲ୍ଲେଖ ରହିଛି |

   Related Posts