ଦେବଗଡ଼ରେ ମାଓ କ୍ୟାମ୍ପ ଠାବ
6/06/2018 at 9:04 AM

ଦେବଗଡ଼ରେ ମୋ କ୍ୟାମ୍ପ ଠାବ କରିଛି ପୋଲିସ |
ଦେବଗଡ଼ କେଲଡା ଗାଁ ନିକଟସ୍ଥ ଜଙ୍ଗଲରୁ ମାଓ କ୍ୟାମ୍ପ ଠାବ କରାଯାଇଛି | ଜଙ୍ଗଲରୁ ବିଭିନ୍ନ ପ୍ରକାର ମାଓ ସାମଗ୍ରୀ ଜବତ କରାଯାଇଛି | ମାଓ ପୋଷାକ, ପୁସ୍ତିକା, ପତାକା,ଇଲେକ୍ଟ୍ର ତାର ଜବତ କରିଛି ପୋଲିସ | ଜଙ୍ଗଲରେ ସର୍ଚ୍ଚ ଅପରେସନ ଜାରି ରହିଛି |