suno sunao
Hari omm 2
hari om films
suno sunao new
HARI-OMM_728X90_B
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ବରିଷ୍ଠ କିରାଣୀ, ଲାଞ୍ଚ ନେବାବେଳେ ମାଡ଼ି ବସିଲେ ଅଧିକାରୀ
  • ||
  • ନିଶ୍ଚିନ୍ତକୋଇଲି: ଜୁଏଲାରୀ ଦୋକାନରୁ ଚୋରି, ତାଲା ଭାଙ୍ଗି ଲୁଟିନେଲେ ୧୯ ଲକ୍ଷରୁ ଅଧିକ ସୁନା ଗହଣା
  • ||
  • ପୁରୀ: ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ନୀତି ବିଳମ୍ବ, ଦର୍ଶନ ନପାଇ ଭକ୍ତ ଅସନ୍ତୋଷ
  • ||

ନୌସେନା ଦିବସରେ ବାର୍ତ୍ତା ରଖିଲେ ଆଇଏନ୍‌ଏସ୍‌ ଚିଲିକାର ମୁଖ୍ୟ କମାଣ୍ଡର

4/12/2022 at 10:53 PM

ଟାଙ୍ଗୀ, ୪/୧୨: ଆଜି ଭାରତୀୟ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ମାସ ୪ ତାରିଖକୁ ନୌସେନା ଦିବସ ରୂପେ ପାଳନ କରାଯାଏ । ଭାରତୀୟ ନୌସେନାର ବିଭିନ୍ନ ସଫଳତା ଓ ବିଜୟକୁ ଉଜ୍ଜୀବିତ ରଖିବା ସହିତ  ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ଏହି ଦିବସ ଅବସରରେ ଆଇଏନ୍‌ଏସ୍‌ ଚିଲିକାର ମୁଖ୍ୟ କମଣ୍ଡର ଏନ୍‌ପି ପ୍ରଦୀପଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିିଥିଲେ ।

   Related Posts