ନୌସେନା ଦିବସରେ ବାର୍ତ୍ତା ରଖିଲେ ଆଇଏନ୍ଏସ୍ ଚିଲିକାର ମୁଖ୍ୟ କମାଣ୍ଡର
4/12/2022 at 10:53 PM

ଟାଙ୍ଗୀ, ୪/୧୨: ଆଜି ଭାରତୀୟ ନୌସେନା ଦିବସ । ପ୍ରତିବର୍ଷ ଡିସେମ୍ବର ମାସ ୪ ତାରିଖକୁ ନୌସେନା ଦିବସ ରୂପେ ପାଳନ କରାଯାଏ । ଭାରତୀୟ ନୌସେନାର ବିଭିନ୍ନ ସଫଳତା ଓ ବିଜୟକୁ ଉଜ୍ଜୀବିତ ରଖିବା ସହିତ ସହିଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ଏହି ଦିବସ ଅବସରରେ ଆଇଏନ୍ଏସ୍ ଚିଲିକାର ମୁଖ୍ୟ କମଣ୍ଡର ଏନ୍ପି ପ୍ରଦୀପଙ୍କ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିିଥିଲେ ।
Related Posts
କୋରାପୁଟ ପୋଲିସକୁ ସଫଳତା, ବନ୍ଧା ହେଲା ମୋବାଇଲ୍ ଲୁଟେରା, ୫୧ଟି ଫୋନ୍ ଜବତ
27 January 2023