suno sunao
Aao Nxt
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ରାଜ୍ୟପାଳଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

26/05/2019 at 2:49 PM

ଭୁବନେଶ୍ବର ୨୬/୫: ବିଜେଡ଼ି ମୁଖପାତ୍ର ନବୀନ ପଟ୍ଟନାୟକ ଆଜି ରାଜ୍ୟପାଳ ଗଣେଶୀ ଲାଲଙ୍କୁ ଭେଟିଛନ୍ତି। ରାଜ୍ୟପାଳଙ୍କୁ ଭେଟି ସେ ସରକାର ଗଠନ କରିବାକୁ ଦାବି ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ୧୧୨ଜଣ ବିଧାୟକଙ୍କ ସମର୍ଥନ ପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରିଛନ୍ତି।

ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ଏବଂ ତାଙ୍କ ଟିମ୍ ନିର୍ବାଚନ କମିଶନ ଦ୍ବାରା ଜାରି ହୋଇଥିବା ଗ୍ୟାଜେଟ ନୋଟିଫିକେସନକୁ ରାଜ୍ୟପାଳଙ୍କୁ ରାଜଭବନକୁ ଡକାଇ ପ୍ରଦାନ କରିଥିଲେ।

   Related Posts