ଇଣ୍ଡିଆ ଟୁ-ଡେ’ ମୁଡ୍ ଅଫ୍ ଦି ନେସନ୍ ସର୍ଭେ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ପୁଣି ନବୀନ ନମ୍ବର ଓ୍ବାନ୍

ନୂଆଦିଲ୍ଲୀ ୨୬।୦୮: ନବୀନ ପୁଣି ନମ୍ବର-1 । ଜାତୀୟ ସ୍ତରରେ ପୁଣି ଝଟକିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ ସର୍ଭେରେ ସବୁଠୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ । ଇଣ୍ଡିଆ ଟୁଡେ ମୁଡ୍ ଅଫ ଦି ନେସନ ସର୍ଭେରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ସ୍ଥାନ ଅଳଙ୍କୃତ କରିଛନ୍ତି ନବୀନ । ସର୍ଭେରେ ନବୀନ ପଟ୍ଟନାୟକଙ୍କୁ ୬୧ ଦଶମିକ ୩ ପ୍ରତିଶତ ସମର୍ଥନ ମିଳିଛି । ନିରବଚ୍ଛିନ୍ନ ଭାବେ ୨୦୦୦ ମସିହାରୁ … Continue reading ଇଣ୍ଡିଆ ଟୁ-ଡେ’ ମୁଡ୍ ଅଫ୍ ଦି ନେସନ୍ ସର୍ଭେ, ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତାଲିକାରେ ପୁଣି ନବୀନ ନମ୍ବର ଓ୍ବାନ୍