ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ୟୁନିଭସିଟିରେ ଆରମ୍ଭ ହୋଇଛି ୭ ଦିନିଆ ଜାତୀୟ ଏକତା ଶିବିର

Published By : Prameya-News7 Bureau | October 30, 2018 IST

ଭୁବନେଶ୍ୱର ୨୯/୧୦: ଶିକ୍ଷା ଓ ଅନୁସନ୍ଧାନ ଡିମଡ ଟୁ ବି ୟୁନିଭସିଟିରେ ଆରମ୍ଭ ହୋଇଛି ୭ ଦିନିଆ ଜାତୀୟ ଏକତା ଶିବିର । ଦେଶରେ ଏକତା ଓ ଅଖଣ୍ଡତାକୁ ବଜାୟ ରଖିବା ଓ ଯୁବ ପୀଢିଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଛି ଏହି ଶିବିର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.