ସ୍ୱାମୀକୁ ପିଟି ପିଟି ମାରିଥିଲା ସ୍ତ୍ରୀ, ନାରାୟଣପୁର ଗାଁ ଶଙ୍କର ବିଷୋୟୀ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କଲା ପୋଲିସ

Published By : Prameya-News7 Bureau | November 25, 2023 IST

ବ୍ରହ୍ମପୁର: ସଦର ଥାନା ନାରାୟଣପୁର ଗାଁରେ ଶଙ୍କର ବିଷୋୟୀ ହତ୍ୟାକାଣ୍ଡ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ହତ୍ୟାକାରୀ ଶିବାନୀ ବିଷୋୟୀ ଗିରଫ କରିଛି ପୋଲିସ । ସୂଚନା ଅନୁଯାୟୀ, ସ୍ୱାମୀ ଶଙ୍କର ବିଷୋୟୀଙ୍କୁ ଗତ ୨୦ ତାରିଖ ରାତିରେ ସ୍ତ୍ରୀ ଶିବାନୀ ବିଷୋୟୀ ଏକ କାଠ ଫାଳିଆରେ ପିଟି ପିଟି କରିଥିଲା ହତ୍ୟା। ପାରିବାରିକ କଳହରୁ ସ୍ୱାମୀକୁ ହତ୍ୟା କରିଥିଲା ସ୍ତ୍ରୀ ଶିବାନୀ । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ କରି ଶିବାନୀକୁ ଗିରଫ କରିଥିବା ବ୍ରହ୍ମପୁର ଏସ. ପି ଙ୍କ ସୂଚନା।

You Can Also Read: ସ୍ଵାମୀଙ୍କୁ ପିଟିପିଟି ମାରିଦେଲେ ଶ୍ବଶୁର ଓ ଦିଅର, ଏମିତି ଅଭିଯୋଗ ଆଣିଲେ ସ୍ତ୍ରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.