ଶୂନ୍ୟ କାଳରେ ଚାଷୀ ପ୍ରସଙ୍ଗ ନେଇ ହୋହଲ୍ଲା, ବିଜେପି ଓ ବିଜେଡିକୁ ଟାର୍ଗେଟ କଲେ ନରସିଂହ
26/11/2022 at 2:09 PM

ଭୁବନେଶ୍ୱର ୨୬/୧୧: ଶୂନ୍ୟ କାଳରେ ନରସିଂହ ମିଶ୍ର ଚାଷୀ ପ୍ରସଙ୍ଗ ଉଠାଇଲେ । ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ । ଗୃହର ନେତା ଗୃହ ଆସନ୍ତି ନାହିଁ । ବିଧାନସଭାର ୪ ଦଳକୁ ନେଇ ଆଲୋଚନା ହେଉ । ଆଇନ ଆସୁ । ନଚେତ୍ ଖାଲି ପଦମପୁର ଲାଗି ରାଜନୀତି କଲେ ଚାଷୀ ଲାଭବାନ ହେବନି । ଗୃହ ବନ୍ଦ ରଖିବା ଉଚିତ୍ ନୁହେଁ । ବିଜେପି ଚାଷୀ ଅଧିକାର ପାଇଁ ଦାବି କରୁଛି କିନ୍ତୁ ଗତକାଲି ସେ ମୁଲତବୀ ଆଲୋଚନାରେ ତାହା ଦେଲେନି ।
ସେପଟେ ଶାସକ ଦଳ ଗତକାଲି ବିରୋଧୀ ଦଳ ଭୂମିକା ସମ୍ପାଦନ କଲେ । MSP ବୃଦ୍ଧି ପାଇଁ କେନ୍ଦ୍ର କୁ କୁହାଯାଇଥିଲା । କେନ୍ଦ୍ର ସହିତ ଆପଣଙ୍କର ଭଲ ସମ୍ପର୍କ, ଗୋଟେ ଫୋନ୍ କଲରେ ରାଜ୍ୟ ସଭା ଟିକେଟ ଦେଇ ଦଉଛ । Msp ନେଇ ଆପଣ ଫୋନ୍ କଲେ ନି କାହିଁକି। କେନ୍ଦ୍ର ନଦେଲେ ଆପଣ msp ୨୯୩୦ ଲାଗୁ କଲେନି ।
Related Posts
ବୁଦ୍ଧଖୋଲ ମହୋତ୍ସବ ଉଦଯାପିତ; ଲୋକନୃତ୍ୟରେ ଦୁଲୁକିଲା ମଞ୍ଚ
30 January 2023
ବିଦ୍ୟୁତ୍ ଆଘାତରେ ରାଜମିସ୍ତ୍ରୀଙ୍କ ମୃତ୍ୟୁ
30 January 2023
ନୀଳଗିରି ରାସ୍ତାରେ ବୁଲୁଛି ଭାଲୁ; ଭୟଭୀତ ସ୍ଥାନୀୟ ଲୋକେ
30 January 2023