ନାନୋ ପ୍ରକଳ୍ପ କେସ୍‌ରେ ଟାଟା ମୋଟର୍ସର ବିଜୟ; ମିଳିବ ୭୬୬ କୋଟି ଟଙ୍କା କ୍ଷତିପୂରଣ

କୋଲକାତା: ସିଙ୍ଗୁର୍ ନାନୋ ପ୍ରୋଜେକ୍ଟ ମାମଲାରେ ଟାଟା ମୋଟର୍ସର ବଡ଼ ବିଜୟ । ଜମି ବିବାଦରେ ଅଟୋମୋବାଇଲ୍ସ କମ୍ପାନୀକୁ କ୍ଷତିପୂରଣ ଦେବେ ମମତା ବାନାର୍ଜୀ ସରକାର । ଅର୍ବିଟ୍ରାଲ୍ ଟ୍ରିବୁନାଲଙ୍କ ନିର୍ଦ୍ଦେଶ ଅନୁସାରେ, ପଶ୍ଚିମବଙ୍ଗ ସରକାର ୭୬୬ କୋଟି ଟଙ୍କା କ୍ଷତିପୂରଣ ଟାଟା ମୋଟର୍ସରେ ପଇଠ କରିବେ । ୨୦୧୬ରୁ ୧୧ ପ୍ରତିଶତ ସୁଦ୍ଧ ସହିତ ଏବଂ ନ୍ୟାୟିକ ଲଢେଇ ପାଇଁ ୧ କୋଟି ଟଙ୍କା ସହିତ ମୋଟ୍ ୭୬୬ କୋଟି ୭୮ ଲକ୍ଷ ଟଙ୍କାର କ୍ଷତିପୂରଣ … Continue reading ନାନୋ ପ୍ରକଳ୍ପ କେସ୍‌ରେ ଟାଟା ମୋଟର୍ସର ବିଜୟ; ମିଳିବ ୭୬୬ କୋଟି ଟଙ୍କା କ୍ଷତିପୂରଣ