ଅନୁଗୋଳ ନାଲକୋ କର୍ମଚାରୀ ସଂଘର ଧର୍ମଘଟ
6/06/2018 at 6:28 AM

ଅନୁଗୋଳ ନାଲକୋ କର୍ମଚାରୀ ସଂଘର ଧର୍ମଘଟ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ୧୨ ଘଣ୍ଟା ଧର୍ମଘଟ ଡାକରା ଦେଇଛି ସଂଘ । ଏହି ଧର୍ମଘାଟରେ ୪ଶହ କର୍ମଚାରୀ ସାମିଲ ହୋଇଛନ୍ତି । ଷଷ୍ଠ ବେତନ ନିର୍ଧାରଣ, ସମାନ କାମକୁ ସମାନ ଦରମା, ମନଇଛା କର୍ମଚାରୀଙ୍କ ବଦଳିକୁ ବିରୋଧ ଆଦି ୭ ଦଫା ଦାବି ନେଇ ଧର୍ମଘଟ କରିଛି ସଂଘ । ନାଲକୋ କର୍ତ୍ତୃପକ୍ଷ ଦାବି ନମାନରେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି ।
Related Posts
ଲଗାଣ ବର୍ଷାରେ ଭାଙ୍ଗିଲା ଘର, ବିପଦ ସଙ୍କୁଳ ଅବସ୍ଥାରେ ଅନ୍ୟ ଏକ ଘର
30 September 2023
ଖୋଲିଲା ହୀରାକୁଦ ଜଳଭଣ୍ଡାରର ୩ ଗେଟ୍, ମୋଟ୍ ୧୦ ଗେଟ୍ ଦେଇ ଜଳ ନିଷ୍କାସନ ଜାରି
30 September 2023
ସ୍କ୍ରବ ଟାଇଫସ୍ ଆତଙ୍କ ଘଟଣା, ସୁନ୍ଦରଗଡ ଗସ୍ତରେ ୬ ଜଣିଆ ମେଡିକାଲ ଟିମ୍
30 September 2023
ବିଧାନସଭା ଆରମ୍ଭରୁ ପ୍ରବଳ ହଟ୍ଟଗୋଳ: ଅପରାହ୍ଣ ୪ଟା ଯାଏଁ ଗୃହ ମୁଲତବୀ
30 September 2023