oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୮୦ କୋଭିଡ୍ ପଜିଟିଭ୍
  • ||
  • ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ IDCO ସହକାରୀ ନିର୍ଦ୍ଦେଶକ, ଏକାସାଙ୍ଗେ ୭ଟି ସ୍ଥାନରେ ଚାଲିଛି ଚଢାଉ
  • ||
  • ମୁମ୍ବାଇ : ଏକତା କପୁରଙ୍କ ବଢିଲା ଅଡୁଆ, ଗିରଫ ୱାରେଣ୍ଟ ଜାରି କଲେ ବିହାର କୋର୍ଟ
  • ||
  • ଭୁବନେଶ୍ୱର : ଗୁରୁବାରଠୁ ରାଜ୍ୟରେ ବର୍ଷା, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||

ଅନୁଗୋଳ ନାଲକୋ କର୍ମଚାରୀ ସଂଘର ଧର୍ମଘଟ

6/06/2018 at 6:28 AM

ଅନୁଗୋଳ ନାଲକୋ କର୍ମଚାରୀ ସଂଘର ଧର୍ମଘଟ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ୧୨ ଘଣ୍ଟା ଧର୍ମଘଟ ଡାକରା ଦେଇଛି ସଂଘ । ଏହି ଧର୍ମଘାଟରେ ୪ଶହ କର୍ମଚାରୀ ସାମିଲ ହୋଇଛନ୍ତି । ଷଷ୍ଠ ବେତନ ନିର୍ଧାରଣ, ସମାନ କାମକୁ ସମାନ ଦରମା, ମନଇଛା କର୍ମଚାରୀଙ୍କ ବଦଳିକୁ ବିରୋଧ ଆଦି ୭ ଦଫା ଦାବି ନେଇ ଧର୍ମଘଟ କରିଛି ସଂଘ । ନାଲକୋ କର୍ତ୍ତୃପକ୍ଷ ଦାବି ନମାନରେ ଆଗାମୀ ଦିନରେ ସଂଘ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଛି ।

Leave a Reply

   Related Posts