ନାଲକୋ ଛକ ନିକଟରେ ଦୁର୍ଘଟଣା, ମହିଳାଙ୍କ ଉପରେ ଚଢିଗଲା ବସ୍
3/01/2023 at 4:55 PM

ଭୁବନେଶ୍ୱର ୦୩/୦୧: ରାଜଧାନୀ ଭୁବନେଶ୍ୱରରେ ବଢିବାରେ ଲାଗିଛି ଦୁର୍ଘଟଣା । ଦୈନିକ ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସୁଛି । ଏହାରି ଭିତରେ ନଜର ଆସିଛି ହୃଦୟ ବିଦାରକ ଦୃଷ୍ୟ । ଜଣେ ମହିଳାଙ୍କ ଉପରେ ମାଡିଯାଇଛି ବସ୍ । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ହୋଇଛି ମୃତ୍ୟୁ.
ସୂଚନା ଥାଉକି, ଭୁବନେଶ୍ୱର ନାଲକୋ ଛକରେ ଅପରାହ୍ନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ପାର୍ ହେଉଥିବା ଜଣେ ମହିଳାଙ୍କ ଉପରେ ଚଢିଯାଇଛି ବସ୍ । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବାକୁ ହସ୍ପିଟାଲ ପଠାଇଛି ।
Related Posts
ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
8 February 2023
ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
8 February 2023
ଆସୁଛନ୍ତି ରାଷ୍ଟ୍ରପତି, ମୁତୟନ ହେବେ ୪୦ ପ୍ଲାଟୁନ୍ ପୋଲିସ ଫୋର୍ସ
8 February 2023
କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
8 February 2023