AKK 2023
MONGINIS 728X90
Hari omm 2
AKK2023
hari om films
WEB_F-8
MONGINIS 728X90
Showcase2022
HARI-OMM_728X90_B
WEB_F-9
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆନନ୍ଦପୁର: ମହୁମାଛି ଆକ୍ରମଣରେ ୧୫ରୁ ଅଧିକ ଆହତ, ଜାବନ ବଞ୍ଚାଇବାକୁ ଦୌଡିଲେ ଲୋକେ
  • ||
  • ଭୁବନେଶ୍ୱର: ଓଡ଼ିଶା ଆସିବେ ଅମିତ୍ ଶାହା, ବୁଥ ସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦେବେ
  • ||
  • ଭୁବନେଶ୍ୱର: କମୁଛି ଶୀତ, ବଢୁଛି ତାତି: ଟ୍ୱିନସିଟିରେ ପାରଦ ଉପରମୁହାଁ
  • ||

ନାଲକୋ ଛକ ନିକଟରେ ଦୁର୍ଘଟଣା, ମହିଳାଙ୍କ ଉପରେ ଚଢିଗଲା ବସ୍

3/01/2023 at 4:55 PM

ଭୁବନେଶ୍ୱର ୦୩/୦୧: ରାଜଧାନୀ ଭୁବନେଶ୍ୱରରେ ବଢିବାରେ ଲାଗିଛି ଦୁର୍ଘଟଣା । ଦୈନିକ ଦୁର୍ଘଟଣାରେ ମୃତ୍ୟୁ ହେଉଥିବା ଖବର ସାମ୍ନାକୁ ଆସୁଛି । ଏହାରି ଭିତରେ ନଜର ଆସିଛି ହୃଦୟ ବିଦାରକ ଦୃଷ୍ୟ । ଜଣେ ମହିଳାଙ୍କ ଉପରେ ମାଡିଯାଇଛି ବସ୍ । ଫଳରେ ଘଟଣାସ୍ଥଳରେ ହିଁ ମହିଳାଙ୍କ ହୋଇଛି ମୃତ୍ୟୁ.

ସୂଚନା ଥାଉକି, ଭୁବନେଶ୍ୱର ନାଲକୋ ଛକରେ ଅପରାହ୍ନରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା । ରାସ୍ତା ପାର୍ ହେଉଥିବା ଜଣେ ମହିଳାଙ୍କ ଉପରେ ଚଢିଯାଇଛି ବସ୍ । ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମହିଳାଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ କରିବାକୁ ହସ୍ପିଟାଲ ପଠାଇଛି ।

   Related Posts