ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ତନ୍ତୀ ଘାଇ ନଦୀରେ ଭାସି ମହିଳା ନିଖୋଜ, ଶୌଚ ପାଇଁ ଯାଇ ଭାସିଗଲେ

16/07/2022 at 8:46 AM

ଯାଜପୁର ୧୬/୦୭: ଯାଜପୁର ବରି ତନ୍ତୀ ଘାଇ ନଦୀ ଚିଙ୍ଗୁଡ଼ିଆନାଲରେ ଭାସିଗଲେ ମହିଳା । ଭାସି ଯାଇ ମହିଳା ନିଖୋଜ ହୋଇଥିବା ସୂଚନା ।

ଶୌଚ ପାଇଁ ଯାଇଥିବା ମହିଳା ତନ୍ତୀ ଘାଇ ଚିଙ୍ଗୁଡ଼ିନାଲରେ ଭାସିଗଲେ । ଭାସି ଯାଇଥିବା ମହିଳା ଜଣକ ବରି ବ୍ଲକ ଏରଡା ଗ୍ରାମର ୨୭ ବର୍ଷର ମିନୁ ମଲ୍ଲିକ । ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି । ଏପର୍ଯ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳିନି ।

   Related Posts