ନଦୀରେ ଭାସୁଛି ମହିଳାଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା କାରଣ ଅସ୍ପଷ୍ଟ
7/09/2022 at 8:53 AM

କରଞ୍ଜିଆ୦୭/୦୯: ନଦୀରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ପ୍ରସବ ମୃତଦେହ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୟୂରଭଞ୍ଜ ଜିଲ୍ଲା ଯଶୀପୁର ଥାନା କୂଦରବିଶିଦା ଗାଁ ନିକଟରେ ବୋହିଯାଇଥିବା ଭଣ୍ଡନ ନଦୀରେ ।
ନଦୀ ପାଣିରେ ଜଣେ ମହିଳାଙ୍କ ଅର୍ଦ୍ଧ ପ୍ରସବ ମୃତଦେହକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଥିବା ବେଳେ ମହିଳା ଜଣଙ୍କ କୂଦରବିଶିଦା ଗାଁର ବୋଲି ଅନୁମାନ କରାଯାଉଛି । ତେବେ ତାଙ୍କର ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି ।
Related Posts
କନ୍ଧମାଳ ପୋଲିସକୁ ସଫଳତା, ଚୋରି ସାମଗ୍ରୀ ଜବତ, ୫ ଗିରଫ
6 February 2023