୨୯ରେ ଓଡିଶା ଆସିବେ ଜେପି ନଡ୍ଡା, ଦଳୀୟକର୍ମୀଙ୍କ ସହ ବିଭିନ୍ନ ପ୍ରସଙ୍ଗରେ କରିବେ ଆଲୋଚନା
6/09/2022 at 12:57 PM

ଭୁବନେଶ୍ୱର ୦୬।୦୯: ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ସେପ୍ଟେମ୍ବର ୨୯ ଓ ୩୦ରେ ଓଡିଶା ଆସିବେ ଜେ.ପି ନଡ୍ଡା । ବିଜେପି କୋର୍ କମିଟି ବୈଠକରେ ଚୁଡାନ୍ତ ହେଲା କାର୍ଯ୍ୟକ୍ରମ । ପ୍ରଭାରୀ ସୁନୀଲ ବଂଶଲଙ୍କ ସହ ରାଜ୍ୟ ପଦାଧିକାରୀଙ୍କ ବୈଠକ ପରେ ସୂଚନା।
ସେହିପରି ଆସନ୍ତା ୧୩, ୧୪ ଓ ୧୫ରେ ପୁରୀରେ ହେବାକୁ ଯାଉଛି ବିଜେପିର ପ୍ରଶିକ୍ଷଣ କାର୍ଯ୍ୟକ୍ରମ । ଏହି ପ୍ରଶିକ୍ଷଣରେ ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକର୍ତ୍ତାମାନେ ଯୋଗ ଦେବେ। ରାଜ୍ୟ ସରକାରଙ୍କ ବିଭିନ୍ନ ବିଫଳତାକୁ ନେଇ ବିଜେପି କରିବ ଆନ୍ଦୋଳନ । ମୋଟ ୩୭ ହଜାର ବୁଥ ସ୍ତରରେ ଆନ୍ଦୋଳନ କରାଯିବ । ବିଜେପି ସାଧାରଣ ସମ୍ପାଦକ ଗୋଲକ ମହାପାତ୍ରଙ୍କ ସୂଚନା।
Related Posts
ପାଖରେ ନଥିଲା ସମ୍ୱଳ, ୪୦ କିଲୋମିଟର ମୃତଦେହ ଧରି ଚାଲିଲେ ସ୍ୱାମୀ
9 February 2023
ଝାରସୁଗୁଡ଼ା ଯିବେ ମୁଖ୍ୟମନ୍ତ୍ରୀ, ନବ ଦାସଙ୍କ ଦ୍ବାଦଶାହରେ ଯୋଗଦେବେ
9 February 2023