LIFESTYLE
suno sunao
Aao Nxt
LIFESTYLE_728X90
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ନବରଙ୍ଗପୁର ଭେନସ୍ ଗାଁରେ ଲାଣ୍ଡ ମାଇନ୍ ବିସ୍ଫୋରଣ ; ୩ ଶ୍ରମିକ ମୃତ

24/04/2018 at 4:49 AM

ନବରଙ୍ଗପୁର ଭେନସ୍ ଗାଁରେ ଲାଣ୍ଡ ମାଇନ୍ ବିସ୍ଫୋରଣ … ୩ ଶ୍ରମିକ ମୃତ … ମାଓବାଦୀ ଲାଣ୍ଡ ମାଇନ୍ ବିଛାଇଥିବା ସନ୍ଦେହ … କାମ ସାରି ଟ୍ରାକ୍ଟରରେ ଘରକୁ ଫେରିବା ବେଳେ ରାସ୍ତା କଡ଼ରେ କିଛି ସାମଗ୍ରୀ ପଡ଼ିଥିବା ଦେଖିଥିଲେ…. ସେମାନେ ଟ୍ରାକ୍ଟରରୁ ଓହ୍ଲାଇ କ’ଣ ପଡ଼ିଛି ବୋଲି ଦେଖିବା ବେଳେ ହଠାତ୍ ବିସ୍ଫୋରଣ ଘଟିଥିଲା…. ବିସ୍ଫୋରଣ ଏତେ ଭୟଙ୍କର ଥିଲେ ଯେ ଜଣକର ଶରୀର ଖଣ୍ଡ ବିଖଣ୍ଡିତ ହୋଇଯାଇଥିଲା …. ଘଟଣାସ୍ଥଳରେ ରାଇଘର ପୋଲିସ, ବିଏସଏଫ ଯବାନ ପହଂଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛନ୍ତି ….ତେବେ କ୍ଷତିପୂରଣ ଦାବିରେ ପରିବାର ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଛି ….

Leave a Reply

   Related Posts