Showcase2022
Showcase2022
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠଗଡ: ହଟିଲା କଟକଣା, ନୂଆ ବର୍ଷରୁ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର: ସନ୍ଧ୍ୟା ସୁଦ୍ଧା ବାତ୍ୟାର ରୂପନେବ ଗଭୀର ଅବପାତ, ବର୍ଷାରେ ଭିଜିବ ଦକ୍ଷିଣ ଓଡିଶା
  • ||
  • ୧୭ ଜଣିଆ ରଣଜୀ ଟିମ୍ ଘୋଷଣା : ଶୁଭ୍ରାଂଶୁ ସେନାପତି ଅଧିନାୟକ, ୪ ନୂଆ ମୁହଁ
  • ||
  • ପୋଲିସକୁ ସଫଳତା, ନକଲି ସୁନା ଦେଇ ଋଣ କରି ୫୨ ଲକ୍ଷ ଟଙ୍କା ଠକେଇ ଘଟଣାର ପର୍ଦାଫାସ
  • ||
  • ଖଲ୍ଲିକୋଟ ଉଚ୍ଚ ବିଦ୍ୟାଳୟରେ ରାଗିଂ ଘଟଣା, ୭ ଛାତ୍ରଙ୍କୁ ବହିଷ୍କାର କଲେ ଅଧ୍ୟକ୍ଷ
  • ||

କେନାଲ ପାଣିରେ ଖସିଗଲା ଗୋଡ଼ ! ନିଖୋଜ ହୋଇଗଲା ୬ ବର୍ଷର ଝିଅ

8/10/2022 at 1:17 PM

ମାହାଙ୍ଗା ୦୮।୧୦ : ଛଅ ବର୍ଷର ଝିଅ ନିଖୋଜ । କେନାଲରେ ଗାଧୋଇଥିବା ବେଳେ ନିଖୋଜ ହୋଇଯାଛି ୬ ବର୍ଷର ନାବାଳିକା । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । କଟକ ଜିଲ୍ଲା ମାହାଙ୍ଗାରେ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ପଟାମୁଣ୍ଡାଇ କେନାଲରେ କୁସୁପୁର ପଞ୍ଚାୟତ ବାଗସରପୁର ଗାଁର ରାଜକିଶୋର ସାହୁଙ୍କ ୬ ବର୍ଷର ଝିଅ ମାମାଲି ସାହୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ହଠାତ୍‌ ଅସାବଧାନତାରୁ ନାବାଳିକା ଜଣଙ୍କ ପାଣିରେ ଭାସିଯାଇଛନ୍ତି । ବହୁ ଖୋଜାଖୋଜି ପରେ ତାଙ୍କର କୌଣସି ପତ୍ତାମିଳିନାହିଁ । ଗୋଡ ଖସିଯିବାରୁ ପାଣିରେ ବୁଡିଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ତେବେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ।

   Related Posts