AKK 2023
Hari omm 2
AKK2023
hari om films
WEB_F-8
HARI-OMM_728X90_B
WEB_F-9
Showcase2022
hari om films
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ପରଭେଜ୍ ମୁଶାରଫ୍, ଚିକିତ୍ସାଧୀନ ଅବସ୍ଥାରେ ଦୁବାଇରେ ଦେହାନ୍ତ
  • ||
  • ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗକୁ ସଫଳତା, ୨୪୦ କିଲୋ ଗଞ୍ଜେଇ ଜବତ
  • ||

ମା ତାରିଣୀଙ୍କ ପୀଠରୁ ମିଳିଲା ପୁରାତନ ମୂର୍ତ୍ତି, ଗାଁରେ ଭକ୍ତିମୟ ପରିବେଶ

13/09/2022 at 11:10 AM

ଚଣ୍ଡିଖୋଲ ୧୩।୦୯ : ମା ତାରିଣୀଙ୍କ ପୀଠରୁ ମିଳିଲା ପୁରାତନ ମୂର୍ତ୍ତି । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ସମିଆଁ ପଞ୍ଚାୟତ ସାତମାଣ ଗାଁରେ ଥିବା ମା ତାରିଣୀ ପୀଠରୁ ଏକ ଫୁଟ୍‌ ଉଚ୍ଚତାରୁ ମୁଗୁନି ପଥର ଜବତ ହୋଇଛି । ଏହାସହ ଦଶ ଇଞ୍ଚ ଉଚ୍ଚତା ତମ୍ବା ନାଗ ମୂର୍ତ୍ତି ଓ ଦୁଇ ଗୋଟି ଆଠ ଇଞ୍ଚ ରୂପାର ଘୋଡ଼ା ବସିଥିବା ଭୈରବୀ ମୂର୍ତ୍ତି ଉଦ୍ଧାର ହୋଇଛି ।

ଖବର ଅନୁଯାୟୀ, ସକାଳ ସମୟରେ ପୂଜକ ଗାଁରେ ଥିବା ମା ତାରିଣୀ ପୀଠରେ ପୂଜାର୍ଚ୍ଚନା କରିବାକୁ ଆସିଥିଲେ । ଏହି ସମୟରେ ହଠାତ୍‌ ପୀଠରେ ଦ୍ୱାର ମୁହଁରେ ଏହି ମୂର୍ତ୍ତି ସବୁ ରହିଥିବା ଦେଖିବାକୁ ପାଇଥିଲେ । ଏନେଇ ପୂଜକ ଗ୍ରାମବାସୀଙ୍କୁ ଜଣାଇଥିଲେ । ଗ୍ରାମବାସୀ ମନ୍ଦିରରେ ପହଞ୍ଚି ସମସ୍ତ ମୂର୍ତ୍ତିକୁ ଦେଖିଥିଲେ । ତେବେ ଏହି ସବୁ ମୂର୍ତ୍ତି କେଉଁଠୁ ଆସିଲା । ତାହା ଜଣାପଡିନାହିଁ ।

   Related Posts