ମୋଦିଙ୍କୁ ମାରିବାକୁ ଷଡଯନ୍ତ୍ର
8/06/2018 at 10:44 AM

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହତ୍ୟା ପାଇଁ କରାଯାଇଥିବା ଷଡଯନ୍ତ୍ରର ପର୍ଦାଫାଶ କରିଛି ପୁନେ ପୋଲିସ | ଇମେଲରୁ ମିଳିଛି ଏହି ଭୟଙ୍କର ହତ୍ୟା ଷଡଯନ୍ତ୍ରର ସୁରାକ | ମୋଦିଙ୍କୁ ରାଜୀବ ଗାନ୍ଧୀ ହତ୍ୟା ଶୈଳୀରେ ହତ୍ୟା କରିବାକୁ ମାଓବାଦୀ ଯୋଜନା କରିଥିଲେ | ରୋଡ଼ ଶୋ ରେ ମୋଦିଙ୍କୁ ଟାର୍ଗେଟ କରିଥାନ୍ତେ ହତ୍ୟାକାରୀ |