ଜଣଙ୍କୁ ହତ୍ୟା କରିବାକୁ ଯାଇ ଅନ୍ୟଜଣଙ୍କୁ ହତ୍ୟା
2/06/2018 at 5:02 AM

ବରଗଡ଼ ଅମ୍ବାଭୋନା ଥାନା ଅନ୍ତର୍ଗତ ଖାଇରପାଲି ଗାଁରେ ଅଭାବନୀୟ । ବାପାକୁ ଟାଙ୍ଗିଆରେ ହାଣି ହତ୍ୟା କଲା ଦୁର୍ବୃତ୍ତ । ଘଟଣାରେ ଝିଅ ଆହତ ହେ।ଇଛି । ଝିଅକୁ ବରଗଡ ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ମୃତକ ହେଲେ ସାଧୁ ଚରଣ ପ୍ରଧାନ । ସାଧୁ ଚରଣଙ୍କ ଘର ବରଗଡ଼ ଅତାବିରା ଥାନା ସରଣ୍ଡା ଗାଁରେ । ହେଲେ ସାଧୁ ଅମ୍ଭାଭୋନାରେ ସିଆରସିସି ଭାବେ କାର୍ଯ୍ୟ କରୁଥିଲେ । ତେବେ ଅଭିଯୁକ୍ତ ନଗେନ ଦାସ ପେ।ଲିସ ନିକଟରେ ଆତ୍ମ ସମର୍ପଣ କରିଛି । ଅନ୍ୟଜଣକୁ ହତ୍ୟା କରିବାକୁ ଯାଇ ଭୁଲରେ ସାଧୁ ଚରଣଙ୍କୁ ମାରିଦେଇଥିବା ଅଭିଯୁକ୍ତ କହିଛି ।
Related Posts
ଆକ୍ସନରେ ଜିଏସ୍ଟି, ଏକକାଳୀନ ରାଉରକେଲାର ୭ଟି ସ୍ଥାନରେ ଚଢାଉ
27 March 2023
୩ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ, ଧରାପଡିଲେନି ବେପାରୀ
27 March 2023