scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ସାମାନ୍ୟ ବଚସାରୁ କବିସୂର୍ଯ୍ୟନଗରରେ ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା

15/12/2018 at 11:49 AM

କବିସୂର୍ଯ୍ୟନଗର ୧୫|୧୨:  ଗଂଜାମ କବିସୂର୍ଯ୍ୟନଗର ଥାନା ଖଇରପଲ୍ଲି ଗାଁ ରାସ୍ତାରେ ହତ୍ୟାକାଣ୍ଡ । ଖଇରପଲ୍ଲି ଗାଁର ସୁରିଅ। ନାହାକଙ୍କୁ ଟାଙ୍ଗିଅ।ରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ମଦ ପଇବା ପରେ ସାମାନ୍ୟ ବଚସା କାରଣରୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । ହତ୍ୟାକାଣ୍ଡରେ ଦୁଇ ଜଣଙ୍କ ସଂମ୍ପୃକ୍ତି ଥିବା ବେଳେ ଜଣେ ଅଭିଯୁକ୍ତକୁ ପୋଲିସ ଧରିବାରେ ପୋଲିସ ସକ୍ଷମ ହୋଇଛି । ତେବେ ତୁରନ୍ତ ହତ୍ୟାକାଣ୍ଡରେ ସଂମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁରୁଷୋତ୍ତମପୁର ଏସଡିପିଓ ପ୍ରତିଶ୍ରୁତି ଦେଇଛନ୍ତି ।

   Related Posts