ସାମାନ୍ୟ ବଚସାରୁ କବିସୂର୍ଯ୍ୟନଗରରେ ଟାଙ୍ଗିଆରେ ହାଣି ଜଣଙ୍କୁ ହତ୍ୟା
15/12/2018 at 11:49 AM

କବିସୂର୍ଯ୍ୟନଗର ୧୫|୧୨: ଗଂଜାମ କବିସୂର୍ଯ୍ୟନଗର ଥାନା ଖଇରପଲ୍ଲି ଗାଁ ରାସ୍ତାରେ ହତ୍ୟାକାଣ୍ଡ । ଖଇରପଲ୍ଲି ଗାଁର ସୁରିଅ। ନାହାକଙ୍କୁ ଟାଙ୍ଗିଅ।ରେ ହାଣି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତେବେ ମଦ ପଇବା ପରେ ସାମାନ୍ୟ ବଚସା କାରଣରୁ ହତ୍ୟା କରାଯାଇଥିବା ପୋଲିସ ସୂଚନା ଦେଇଛି । ହତ୍ୟାକାଣ୍ଡରେ ଦୁଇ ଜଣଙ୍କ ସଂମ୍ପୃକ୍ତି ଥିବା ବେଳେ ଜଣେ ଅଭିଯୁକ୍ତକୁ ପୋଲିସ ଧରିବାରେ ପୋଲିସ ସକ୍ଷମ ହୋଇଛି । ତେବେ ତୁରନ୍ତ ହତ୍ୟାକାଣ୍ଡରେ ସଂମ୍ପୃକ୍ତ ଥିବା ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପୁରୁଷୋତ୍ତମପୁର ଏସଡିପିଓ ପ୍ରତିଶ୍ରୁତି ଦେଇଛନ୍ତି ।
Related Posts
ପୂର୍ବ ଶତୃତାରୁ ମରଣାନ୍ତରକ ଆକ୍ରମଣ; ଅଭିଯୁକ୍ତ ଗିରଫ
4 February 2023
ବାଘ ମଣିଷ ମୁହାଁମୁହିଁ : ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି
4 February 2023