vridhi excotica
star kirano
ori homes
vridhi excotica
star kirano
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟେନିସକୁ ଅଲବିଦା କହିଥାନ୍ତେ ରାଫେଲ ନାଦାଲ ! କିନ୍ତୁ…
  • ||
  • ଖୋର୍ଦ୍ଧା : ରାସ୍ତାକଡ଼କୁ ଖସିଲା ‘ଲିଙ୍ଗରାଜ’, ବସ୍‌ରେ ଥିଲେ ୨୦ରୁ ଅଧିକ ଯାତ୍ରୀ…
  • ||
  • ରାଜ୍ୟରେ ବଢୁଛି କରୋନା ଗ୍ରାଫ୍, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୪୬ କୋଭିଡ୍ ପଜିଟିଭ୍
  • ||
  • ଜୁଲାଇ ୫ରେ ମାଟ୍ରିକ୍‌ ରେଜଲ୍ଟ ! ସୋମବାର ହୋଇପାରେ ଘୋଷଣା
  • ||
  • ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ, ଶେଷଦିନରେ ନେତାଙ୍କୁ ଗୁରୁମନ୍ତ୍ର ଦେବେ ମୋଦୀ
  • ||
  • ସାମ୍ନାକୁ ଆସିଲେ କହ୍ନେୟାଲାଲ ହତ୍ୟାକାଣ୍ଡର ପ୍ରତ୍ୟକ୍ଷଦର୍ଶୀ, ବଖାଣିଲେ ଛାତିଥରା କାହାଣୀ
  • ||
  • ମୌସୁମୀକୁ ସକ୍ରିୟ କରିବ ଲଘୁଚାପ : ରବିବାର ଓ ସୋମବାର ଏହି ସବୁ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||

ପୁରୀ ଜମିଦାର ପ୍ୟାଲେସ ହୋଟେଲରେ ୩ ଜଣଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଅମିତ ଅଗ୍ରୱାଲ ଗିରଫ

29/05/2018 at 11:39 AM

ପୁରୀ ଜମିଦାର ପ୍ୟାଲେସ ହୋଟେଲରେ ୩ ଜଣଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତ ଅମିତ ଅଗ୍ରୱାଲ ଗିରଫ । ଅମିତକୁ ମଧ୍ୟପ୍ରଦେଶ ଇନ୍ଦୋରରୁ ଗିରଫ କରିଛି ସିବିଆଇ । ସିବିଆଇ କୋର୍ଟରେ ଅଭିଯୁକ୍ତ ଅମିତକୁ ହାଜର କରି ୧୪ ଦିନ ପାଇଁ ରିମାଣ୍ଡ ଆବେଦନ କରିଛି ସିବିଆଇ । ୨୦୧୩ ଡିସେମ୍ବରରେ ଘଟିଥିଲା ଏହି ହତ୍ୟାକାଣ୍ଡ । ନିଜ ସ୍ତ୍ରୀ ଓ ଦୁଇ ପିଲାଙ୍କୁ ହତ୍ୟା କରିଥିଲା ଅମିତ । ଏହି ହତ୍ୟାକାଣ୍ଡକୁ ଓଡ଼ିଶା ପୋଲିସ ଆତ୍ମହତ୍ୟାର ରୂପ ଦେଇଥିଲା । ଏହି ଘଟଣାରେ ୩ ପୋଲିସ ଅଧିକାରୀ ନିଲମ୍ବିତ ହୋଇଥିଲେ ।

Leave a Reply

   Related Posts