Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

ସରିଲା ପ୍ରସିଦ୍ଧ ମୁନିଷି ମେଳଣ, ଜମିଲା ଲୋକଙ୍କ ଭିଡ଼

5/03/2023 at 12:38 PM

ଚଣ୍ଡିଖୋଲ ୦୫।୦୩ : ମୁନିଷି ମେଳଣ ଅନୁଷ୍ଠିତ । ଯାଜପୁର ଜିଲ୍ଲା ବଡଚଣା ଥାନା ବଡ଼ଚଣା ପୋଲିସ ତତ୍ୱବଧାନରେ ଏହି ପ୍ରସିଦ୍ଧ ମେଳଣ ଅନୁଷ୍ଠିତ ହୋଇଯାଇଛି ।

ଖବର ଅନୁଯାୟୀ, ଏହି ମେଳଣ ବ୍ରିଟିଶ ଅମଳରୁ ଅନେକ ବର୍ଷ ଧରି  ହୋଇ ଆସୁଅଛି। ଗତବର୍ଷମାନଙ୍କରେ  କୋଭିଡ କଟକଣା ଥିବାରୁ ମେଳଣ ବନ୍ଦ ଥିଲା। ହେଲେ ଚଳିତ ବର୍ଷ କୋଭିଡ କଟକଣା ନଥିବାରୁ ଧୁମଧାମରେ ପାଳନ ହେଉଛି ମୁନିଷି ମେଳଣ।

ଚଳିତ ବର୍ଷ ଏହି ମୁନିଷି ମେଳଣରେ ୧୫ ଗୋଟି ବିମାନ ବାଜା, ବାଣ, ରୋଷଣୀ କରି ମେଳଣ ପଡିଆକୁ ଆସିଥିଲେ । ବଡଚଣା ପୋଲିସ ଓ ମେଳଣ କମିଟିର ତତ୍ୱବାଧାନରେ ସମସ୍ତ ବିମାନକୁ ଭୋଗ, ପୁଷ୍ପ ଅର୍ପଣ କରି ଅଭିର ରଙ୍ଗ ରାଧାକୃଷ୍ଣ ଏବଂ ମହନ୍ତଙ୍କୁ ଲଗାଇ ଶରଣାପନ୍ନ ହୋଇଥିଲେ । ଏହି ମେଳଣ ପଡ଼ିଆରେ ଅନେକ ଚଟପଟି ଖାଦ୍ୟ , ଘର କରଣା ସାମଗ୍ରୀ, ପିଲାମାନଙ୍କ ପାଇଁ ଦୋଳି ଦେଖିବାକୁ ମିଳିଥିଲା।

   Related Posts