ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଠମଲ୍ଲିକ: ଦନ୍ତା ହାତୀର ମୃତଦେହ ଠାବ, ଶରୀରରେ ରହିଛି ଅନେକ କ୍ଷତଚିହ୍ନ
  • ||
  • ସମ୍ୱଲପୁର: ଜଳିଗଲା ଘରୋଇ ବସ୍ ନାଗରାଜ୍, ଅଳ୍ପକେ ବର୍ତ୍ତିଗଲେ କଣ୍ଡକ୍ଟର
  • ||
  • ବୌଦ୍ଧ: ନାଳରୁ ବ୍ୟାଙ୍କ୍ କର୍ମଚାରୀଙ୍କ ମୃତଦେହ ଉଦ୍ଧାର, ପାଖରେ ପଡିଛି ବାଇକ ଓ ମଦବୋତଲ
  • ||
  • ଭୁବନେଶ୍ୱର: ବରିଷ୍ଠ ଅଭିନେତ୍ରୀଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
  • ||
  • ଭଦ୍ରକ: ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୧୫ ବଖରା, ୨ ଗୋ-ମାତା ଜୀବନ୍ତ ଦଗ୍ଧ
  • ||
  • କଟକ: ବରିଷ୍ଠ ଅଭିନେତ୍ରୀ ଝରଣା ଦାସଙ୍କ ପରଲୋକ, ୮୨ ବର୍ଷ ବୟସରେ ଦେହାନ୍ତ
  • ||

୫୫ ଏକର ଜମିରେ ଚାଲିଥିଲା ବେଆଇନ ଗଞ୍ଜେଇ ଚାଷ, ଜାଳି ପୋଡି ନଷ୍ଟ କଲା ପୋଲିସ ଓ ଅବକାରୀ ବିଭାଗ

13/12/2021 at 8:21 AM

ମୁନିଗୁଡା ୧୩/୧୨: ଅପରେସନ ନୀଳ ଜହରକୁ ପୁଣିଥରେ ସଫଳତା । ବେଆଇନ ଭାବେ ଚାଲିଥିବା ଗଞ୍ଜେଇ ଚାଷ ମୂଳୋତ୍ପାଟନ କରିବାରେ ଲାଗିପଡିଛି ଅବକାରୀ ବିଭାଗ ଓ ପୋଲିସ ବାହିନୀ ।

ଏହି ପରିପ୍ରେକ୍ଷୀରେ ମୁନିଗୁଡା ପଦ୍ମପୁର ଥାନା ତୋତାଲପଙ୍ଗା ଗାଁ ନିକଟସ୍ଥ ଜଙ୍ଗଲରେ ବେଆଇନ ଭାବେ ଲାଗିଥିବା ଗଞ୍ଜେଇ ଚାଷକୁ ନଷ୍ଟ କରିଛି ଅବକାରୀ ଓ ପେଲିସ ବିଭାଗ । ପ୍ରାୟ ୫୫ ଏକର ଯାଗାରେ ଲାଗିଥିବା ଗଞ୍ଜେଇ ଗଛକୁ ଜାଳି ପୋଡି ନଷ୍ଟ କରିଦିଆଯାଇଛି । ଏହାର ଆନୁମାନିକ ମୁଲ୍ୟ ପ୍ରାୟ ୬କୋଟି ରୁ ଅଧିକ ହେବ ।

   Related Posts