oroinfra
maganna
EVOS_WebBanner_728X90
oroinfra
ChampionMaganna_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋହନା: ଲଗାଣ ବର୍ଷାରେ ଭୁଶୁଡ଼ିଲା କାନ୍ଥ, ଅଳ୍ପକେ ବର୍ତ୍ତିଲେ ପରିବାରର ୪ ସଦସ୍ୟ
  • ||
  • କେନ୍ଦ୍ର ଉପରେ ବର୍ଷିଲେ ସତ୍ୟପାଲ ମଲିକ୍, କହିଲେ ମୁଁ ଏବେ ସ୍ୱାଧୀନ
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬୩ କୋଭିଡ୍ ପଜିଟିଭ୍
  • ||
  • ମୁମ୍ୱାଇ: ଜଣାଶୁଣା ଅଭିନେତା ଅରୁଣ ବାଲୀଙ୍କ ନିଧନ, ୭୯ ବର୍ଷ ବୟସରେ ପରଲୋକ
  • ||
  • ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା, ଆସୁଛି ଘୁର୍ଣ୍ଣିବଳୟ
  • ||
  • ଭଦ୍ରକ: ଧାମନଗର ଉପନିର୍ବାଚନ ପାଇଁ ଶୁକ୍ରବାରଠୁ ନାମାଙ୍କନ ଦାଖଲ, ୧୫ରେ ଯାଞ୍ଚ
  • ||
  • ଚାନ୍ଦବାଲୀ: ପଦ୍ମାବତୀ ଟ୍ରଲରରେ ଅଗ୍ନିକାଣ୍ଡ ଘଟଣା, ୧୦ ଘଣ୍ଟା ପରେ ଉଦ୍ଧାର ହେଲେ ୧୦ ଧୀବର
  • ||

କେନ୍ଦ୍ରାପଡାରେ ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ପୌର ନିର୍ବାଚନ

24/03/2022 at 5:36 PM

କେନ୍ଦ୍ରାପଡା, ୨୪/୦୩: କେନ୍ଦ୍ରାପଡାରେ ଶାନ୍ତି ଶୃଙ୍ଖଳା ସହ ଶେଷ ହେଲା ପୌର ନିର୍ବାଚନ। ୨୧ ଗୋଟି ୱାର୍ଡର ୪୧ଟି ବୁଥରେ ମତଦାତାମାନେ ନିଜ ପସନ୍ଦର ପ୍ରାର୍ଥୀଙ୍କ ସପକ୍ଷରେ ମତଦାନ କରିଛନ୍ତି । ଅପରାହ୍ନ ୨ ଟା ସୁଦ୍ଧା ୬୧ ପ୍ରତିଶତ ମତଦାନ ହୋଇଥିବା ଜଣାପଡିଛି । ତେବେ ଧାର୍ଯ୍ୟ ସମୟ ପରେ ମଧ୍ୟ ଲୋକେ ଧାଡିରେ ଛିଡା ହୋଇ ମତଦାନ ପାଇଁ ଅପେକ୍ଷା କରିଥିବା ଦେଖିବାକୁ ମିଳିଛି । ମତଦାନ ଶେଷ ହୋଇଥିବା ବୁଥ ଗୁଡିକରୁ EVM କେନ୍ଦ୍ରାପଡା ସ୍ୱୟଂ ଶାସିତ ମହାବିଦ୍ୟାଳୟକୁ ସୁରକ୍ଷିତ ଭାବେ ସ୍ଥାନାନ୍ତର କରାଯାଇଛି ।

ଆଜି କେନ୍ଦ୍ରାପଡା ପୌରାଞ୍ଚଳରେ ୩ ଗୋଟି ପିଙ୍କ ଓ ତିନୋଟି ଆଦର୍ଶ ବୁଥ କରାଯାଇଥିଲା । ମତଦାନ ପ୍ରକ୍ରିୟାକୁ ସହଜ ଓ ଶୃଙ୍ଖଳିତ କରିବା ପାଇଁ ପୌରାଞ୍ଚଳକୁ ୬ ସେକ୍ଟରରେ ବିଭକ୍ତ କରାଯାଇଥିଲା। ମତଦାନ ପରିଚାଳନାରେ ପ୍ରାୟ ୬ ଶହ କର୍ମଚାରୀ ନିୟୋଜିତ ହୋଇଥିଲେ। ତେବେ ମତଦାନ ସମୟରେ କାଁ ଭାଁ ଗଣ୍ଡଗୋଳ ପରିଲକ୍ଷିତ ହୋଇଥିଲେ ସୁଦ୍ଧା କୌଣସି ବଡ଼ ଧରଣର ଗଣ୍ଡଗୋଳ ହୋଇ ନଥିବା ଜଣାପଡ଼ିଛି। 

   Related Posts